Only for Entertainment

ପରିଶ୍ରମୀ ହୋଇଥାନ୍ତି ବି ନାମର ଝିଅ, ଜାଣନ୍ତୁ କିଛି ଆକର୍ଷଣୀୟ କଥା ।

54

ନାମର ପ୍ରଥମ ଅକ୍ଷୟ ଦେଖି ଆପଣ ଅତି ସହଜରେ କାହାର ମଧ୍ୟ ସ୍ୱଭାବ ବିଷୟରେ ଜାଣି ପାରିବେ । ତେବେ ଆଜି ଆମେ ଆଲୋଚନା କରିବା ବି ଅକ୍ଷରର ଝିଅଙ୍କ ନାମ ବିଷୟରେ ।

ଏହିଭଳି ଝିଅ ପ୍ରକୃତିକୁ ଖୁବ ଭଲପାଆନ୍ତି । ସାମାଜିକ କାମରେ ଭାଗ ନେବାକୁ ଖୁବ ପସନ୍ଦ କରନ୍ତି ।

ଏମାନେ ଖୁବ ମୁଡି । କେବେ ବଡ଼ ବଡ଼ କଥାକୁ ନଜର ଦିଅନ୍ତି ନାହିଁ ଏବଂ କେବେ କେବେ ଛୋଟ ଛୋଟ କଥାକୁ ଧରି ରଖିଥାନ୍ତି ।

ଏମାନେ ସାମାନ୍ୟ ଲାଜକୁଳି ପ୍ରବୃତ୍ତିର ହୋଇଥାନ୍ତି ।ଏମାନେ ଖୁବଶୀଘ୍ର କାହା ସହିତ ବନ୍ଧୁତା କରନ୍ତି ନାହିଁ ।ତେଣୁ ଏମାନଙ୍କର ବନ୍ଧୁ ସଂଖ୍ୟା କମ ହୋଇଥାଏ । ଏମାନଙ୍କ ଜୀବନର କେତେକ ରାଜ ବିଷୟରେ ଏମାନଙ୍କ ଘନିଷ୍ଠ ବ୍ୟକ୍ତି ମଧ୍ୟ ଜାଣିନଥାନ୍ତି ।

ଏମାନେ ଖୁବ ପରିଶ୍ରମୀ । ଏମାନେ ଆଡ଼ମିନଷ୍ଟ୍ରେଟିଭ ଲାଇନରେ ଯିବାକୁ ପସନ୍ଦ କରନ୍ତି ।

ଏମାନେ ସମସ୍ତଙ୍କ ସହିତ ଭଲ ହେବାକୁ ପସନ୍ଦ କରନ୍ତି । ତେଣୁ ସମସ୍ତଙ୍କ ସହିତ ସଂପର୍କ ଭଲ ହୋଇଥାଏ ।

ଏମାନେ ଖୁବଶୀଘ୍ର ପ୍ରେମରେ ପଡ଼ିଯାନ୍ତି । ଏମାନେ ପାର୍ଟନରକୁ ଅଧିକ ବିଶ୍ୱାସ କରନ୍ତି ଯାହା ଦ୍ୱାରା କେତେ ଥର ଧୋକା ପାଇଥାନ୍ତି ।
ଏମାନେ ଇମୋଶନକୁ ନିୟନ୍ତ୍ରଣ କରିଦିଅନ୍ତି ।

ସୌଜନ୍ୟ punjabkesari
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More