Only for Entertainment

୧୦୨ ବର୍ଷର ବୃଦ୍ଧା ୧୪ ହଜାର ଫୁଟ ତଳକୁ ଡେଇଁ କଲେ ରେକର୍ଡ଼ ।ଦେଖନ୍ତୁ ଭିଡ଼ିଓ ।

punjab keasri
33

ଯେଉଁ କାମ ଯୁବକ ମାନେ କରିପାରନ୍ତି ନାହିଁ ସେହି କାମ ବୟସ୍କ ବ୍ୟକ୍ତି କରି ଦେଖାଇ ଦିଅନ୍ତି । ନିକଟରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ପାରଙ୍ଗମ ଦେଖାଇଛନ୍ତି ଅଷ୍ଟ୍ରେଲିଆର ୧୦୨ ବର୍ଷର ଜଣେ ବୃଦ୍ଧା ।

ଏହି ମହିଳା ଜଣକ ୧୪ ହଜାର ଫୁଟ ତଳକୁ ଡେଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ତେବେ ପ୍ରଥମ ଥର ସେ ୧୦୦ ତମ ଜନ୍ମଦିନରେ ସ୍କାଇ ଡାଇଭ କରିଥିଲେ । ସେ ଇତିହାସରେ ନାମ ଲେଖି ସାରିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ଆକାଶରେ ଖୁବ ଥଣ୍ଡା ଅନୁଭବ ହେଉଥିଲା ବୋଲି କହିଛନ୍ତି ମହିଳା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More