Only for Entertainment

୨.୦ର ନୂଆ ପୋଷ୍ଟର ରିଲିଜ,ସାମ୍ନାକୁ ଆସିଲା ରଜନୀକାନ୍ତ ଏବଂ ଏମ୍ମୀ ଜ୍ୟାକସନଙ୍କ ରୋମାଂଟିକ ଅନ୍ଦାଜ ।

bollywood tadka
33

ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ୨.୦ର ନୂଆ ପୋଷ୍ଟର ନିକଟରେ ରିଲିଜ ହୋଇଛି । ସାମ୍ନାକୁ ଆସିଥିବା ଏହି ନୂଆ ପୋଷ୍ଟରରେ ରଜନୀକାନ୍ତ ଏବଂ ଏମ୍ମୀ ଜ୍ୟାକସନଙ୍କ ରୋମାଂଟିକ ଅନ୍ଦାଜ ନଜର ଆସିଛି । ଦୁଇ ଜଣ ପରସ୍ପରର ଆଖିରେ ହଜି ଯାଇଛନ୍ତି ।

 

କହିରଖୁଛୁଯେ ଫିଲ୍ମ ୪୦୦ କୋଟିରୁ ଅଧିକ ବଜେଟରେ ନିର୍ମାଣ ହେଉଛି । ଫିଲ୍ମରେ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମ୍ମୀ ଜ୍ୟାକସନ ଏବଂ ମୁଖ୍ୟ ଚରିତ୍ରରେ ନଜର ଆସିବେ ।ଏହା ପ୍ରଥମ ଥରଯେ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଯୋଡ଼ିକୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ । ଏହି ଫିଲ୍ମ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More