Only for Entertainment

ଘୁଂଚିଲା ରଜନୀକାନ୍ତ ଏବଂ ଅକ୍ଷୟଙ୍କ ଏହି ଫିଲ୍ମର ରିଲିଜ ଡେଟ ।

youtube
0 48

ଅଭିନେତା ଅକ୍ଷୟ କୁମାର୍ ହେଉଛନ୍ତି ବଲିଉଡ୍ର ସବୁଠାରୁ ବିଜିଏଷ୍ଟ ଅଭିନେତା । ଯେଉଁଠି ବାକି ସବୁ ଷ୍ଟାର୍ ବର୍ଷକୁ ଗୋଟିଏ କି ଦୁଇଟି ସିନେମା କରନ୍ତି, ସେଠାରେ ଅଭିନେତା ଅକ୍ଷୟ କୁମାର୍ ୪ ରୁ ୫ଟି ଫିଲ୍ମ ଭେଟି ଦିଅନ୍ତି ଏବଂ ତାଙ୍କର ପ୍ରତ୍ୟେକ ସିନେମା ବକ୍ସ ଅଫିସ୍ରେ ହୁଏ ହିଟ୍ । ତେବେ ଅକ୍ଷୟ କୁମାର୍ ଖୁବଶୀଘ୍ର ତାମିଲ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ସହ ଫିଲ୍ମ ‘ଟୁ ପଏଂଟ୍ ଓ’ରେ ନଜର ଆସିବେ । ଆଉ ତାଙ୍କ ଫ୍ୟାନ୍ମାନେ ବି ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ସିନେମା‘ଟୁ ପଏଂଟ୍ ଓ’ ପାଇଁ । ହେଲେ ଏବେ ଆସିଛି ଏକ ବ୍ୟାଡ୍ ନ୍ୟୁଜ୍ ।

ନିର୍ଦ୍ଦେଶକ ଶଙ୍କରଙ୍କ ଏହି ବହୁ ପ୍ରତିକ୍ଷୀତ ସିନେମାର ପୁଣି ଘୁଂଚିଲା ରିଲିଜ୍ ଡେଟ୍ । ଆଗରୁ ଶୁଣା ଯାଉଥିଲା ସିନେମାଟି ଅଗଷ୍ଟ ମାସରେ ରିଲିଜ୍ ହେବ । ପରେ ଖବର ଆସିଲା ଫିଲ୍ମଟି ଅଗଷ୍ଟ ନୁହେଁ ନଭେମ୍ବର ମାସରେ ମୁକ୍ତିଲାଭ କରିବ । ହେଲେ ଏବେ ଶୁଣିବାକୁ ମିଳୁଛି ଚଳଚ୍ଚିତ୍ର ‘ଟୁ ପଏଂଟ୍ ଓ’ନଭେମ୍ବରରେ ରିଲିଜ୍ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More