Only for Entertainment

‘କୁଛ କୁଛ ହୋତା ହେ’କୁ ପୂରିଲା ୨୦ ବର୍ଷ, ଶାହାରୁଖ, ରାଣୀ ଏବଂ କାଜୋଲଙ୍କ ସମେତ ପାର୍ଟିରେ ସାମିଲ ହେଲେ ଏହି କଳାକାର ।

bollwood tadka
31

ବଲିଉଡର ପପୁଲାର ନିର୍ଦ୍ଦେଶକ କରଣ ଜୋହର ୨୦ ବର୍ଷ ପୂର୍ବେ ଫିଲ୍ମ ‘କୁଛ କୁଛ ହୋତା ହେ’ ଜରିଆରେ ନିର୍ଦ୍ଦେଶନାରେ ପ୍ରଥମଥର ପାଦ ରଖିଥିଲେ । ଏହି ଫିଲ୍ମ ରିଲିଜ ହେବା ସମୟରେ ସଫଳତାର ଏକ ନୂଆ ଅଧ୍ୟାୟ ସୃଷ୍ଠି କରିଥିଲା । ଦର୍ଶକ ଏହି ଫିଲ୍ମକୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।

୧୬ ଅକ୍ଟୋବର ରାତିରେ ମୁମ୍ବାଇରେ ‘କୁଛ କୁଛ ହୋତା ହେ’ର ୨୦ ବର୍ଷ ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ପାର୍ଟିରେ କରଣ ଜୋହରଙ୍କ ଠାରୁ ଆରମ୍ଭ କରି ଶାହାରୁଖ, କାଜୋଲ ଏବଂ ରାଣୀଙ୍କ ସମେତ ବଲିଉଡର ଅନେକ କଳାକାର ନଜର ଆସିଥିଲେ ।

ପାର୍ଟିରେ ବଲିଉଡ ସେଲିବ୍ରିଟିମାନଙ୍କୁ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ । ୨୦ ବର୍ଷ ପୂର୍ତ୍ତି ଅବସରରେ ରାଣୀ ମୁଖର୍ଜୀ ବ୍ଲାକ କଲର ଡ୍ରେସରେ ନଜର ଆସିଥିବା ବେଳେ କାଜୋଲଙ୍କୁ ବ୍ଲୁ କଲର ଡ୍ରେସରେ ଦେଖିବାକୁ ମିଳିଥିଲା । ପାର୍ଟିରେ ରାଣୀ ଏବଂ କାଜୋଲ ଶାହରୁଖଙ୍କ ସହିତ ଖୁବ ମସ୍ତି କରୁଥିବାର ନଜର ଆସିଥିଲେ । କିନ୍ତୁ ପାର୍ଟିରେ କରନୀ ଏବଂ ଜାହ୍ନବୀଙ୍କ ଉପରେ ଓ ସମସ୍ତଙ୍କର ନଜର ଅଟକିଥିଲା ।

ଦେଖନ୍ତୁ ଫଟୋ-

pic

pic11

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More