Only for Entertainment

୪ବର୍ଷର କୁନି ଝିଅ ଏଭଳି କଲେ ଡ୍ୟାନ୍ସ, ଯାହା ଦେଖି ଆପଣ ନଜର ହଟାଇ ପାରିବେନି । 

khabar ndtv
0 62

କାର୍ତ୍ତିକ ଆର୍ୟନ, ନୁସରତ ଭରୁଚା ଏବଂ ସନି ସିଂ ଷ୍ଟାରର ଫିଲ୍ମ ‘ସୋନୁକେ ଟିଟୁ କି ସ୍ୱିଟି’କୁ ଦର୍ଶକ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି । ଫିଲ୍ମ ବକ୍ସ ଅଫିସରେ ୧୦୦କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରିଛି । ଲବ ରଂଜନଙ୍କର ଏହି ଫିଲ୍ମ କାହାଣୀ ସହ ଏହି ଫିଲ୍ମର ମ୍ୟୁଜିକକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ୟୋୟୋ ହନି ସିଂଙ୍କ ଗୀତ ସହ ଫିଲ୍ମରେ ଜ୍ୟାକ ନାଇଟ ଏବଂ ଜସ୍ମିନ ବାଲିୟା ଗୀତ ‘ବମ ଡିଗି ଡିଗି ବମ’ଦର୍ଶକଙ୍କ ମନକୁ କିଣି ପାରିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିର ୪ବର୍ଷ ଛୋଟ ଝିଅ ନିଜ ଗୁରୁଙ୍କ ସହ ଡ୍ୟାନ୍ସ କରୁଥିବା ନଜରକୁ ଆସିଛି ।

ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ ଯେତେବେଳେ ବିୟୋନା ପ୍ରଥମ ଥର କ୍ଲାସକୁ ଆସିଥିଲେ ସେ ସବୁବେଳେ ଶାନ୍ତ ହୋଇ ବସୁଥିଲେ, ତାଙ୍କୁ ଗଣନା କରିବା ମଧ୍ୟ ଜଣା ନଥିଲା । ଧୀରେ ଧୀରେ ତାଙ୍କ ଗୁରୁଙ୍କ ସହ ମିଶି କିଛି ଏଭଳି ବଦଳି ଗଲେ ଯାହାର ରୂପାନ୍ତର ଆପଣ ଏହି ଭିଡିଓଦ୍ୱାରା ଜାଣିପାରୁଥିବେ । ଏଭଳି ବିୟୋନାଙ୍କ ଗୁରୁ ନିକିତା କହିଛନ୍ତି । ନିକିତା ଏହି ଭିଡିଓ ୨୩ଅପ୍ରେଲରେ ପୋଷ୍ଟ କରିଥିଲେ ଯାହାକୁ ବର୍ତ୍ତମାନ ୭୦ହଜାର ଲୋକ ଦେଖିସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More