Only for Entertainment

ଖରା ଛୁଟି ପାଇଁ ବେଷ୍ଟ ଭାରତର ଏହି ୫ ଟି ଲୋକେସନ

Heramb
0 64

ଖରା ଛୁଟିକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ସ୍କୁଲ କଲେଜ ଛୁଟି ଥିବାରୁ ସମସ୍ତ ବୁଲିବା ପାଇଁ ପ୍ଲାନ କରିଥାନ୍ତି । ଯଦି ଆପଣ ବୁଲିବା ପାଇଁ ଯୋଜନା କରୁଛନ୍ତି ତେବେ ଭାରତର ଏହି ୫ଟି ଲୋକେସନ ଆପଣଙ୍କ ପାଇଁ ବେଷ୍ଟ ଅପସନ ।

ସବାଇ ମାଧୋପୁର

pic1
ଗରମ ଦିନରେ ବୁଲିବା ପାଇଁ ଜୟପୁରର ସବାଇ ମାଧୋପୁର ସବୁଠାରୁ ସୁନ୍ଦର ସ୍ଥାନ । ଏହି ସ୍ଥାନର ରାଜା ସବାଇ ମାଧୋ ସିଂଙ୍କ ନାମ ଅନୁସାରେ ନାମିତ ।
ଗୋଆ

pic2
ଗରମ ଦିନରେ ବୁଲିବା ଏବଂ ମଜା କରିବା ପାଇଁ ଗୋଆ ହେଉଛି ପରଫେକ୍ଟ ଡେଷ୍ଟିନେସନ । ଗୋଆର ସମୁହ୍ର କୂଳ, ସମୁଦ୍ର, ପବ ଏବଂ ମାର୍କେଟ ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହା ସହିତ ସମୁହ୍ର କୂଳରେ ବସି ସୂର୍ଯ୍ୟାସ୍ତ ଦେଖିବାର ମଜା ଏଠାରେ ନିଆରା ।

ପଣ୍ଡିଚେରୀ

pic3
କମ ବଜେଟରେ ଯଦି ସୁନ୍ଦର ସ୍ଥାନର ମଜା ନେବା ପାଇଁ ଯାଉଛନ୍ତି ତେବେ ଆପଣ ପଣ୍ଡିଚେରୀ ଯାଇପାରିବେ । ଏହାକୁ ଭାରତର ଫ୍ରାନ୍ସ କୁହାଯାଇଥାଏ । ଏହି ସହର ଛୁଆ ମାନଙ୍କ ସହିତ ବୁଲିବା ଉପଯୁକ୍ତ ସ୍ଥାନ ।

ନୈନିତାଲ

pic4
ଗରମ ଦିନରେ ନୈନିତାଲ ବୁଲିବା ପାଇଁ ଉପଯୁକ୍ତ ସ୍ଥାନ । ପାହାଡ ଏବଂ ପୋଖରୀ ମଧ୍ୟରେ ଅବସ୍ଥିତ ଏହି ସହର ଦେଖିବା ପାଇଁ ଖୁବ ସୁନ୍ଦର । ପ୍ରାକୃତିକ ଦୃଶ୍ୟରେ ଭରପୁର ଏହି ସହରକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି ।

ଜାମ୍ମୁ- କାଶ୍ମୀର

pic5
ଜାମ୍ମୁ କାଶ୍ମୀରକୁ ଭାରତର ହୃଦୟ କୁହାଯାଇଥାଏ । ବିଦେଶରେ ବୁଲିବା ଅପେକ୍ଷା ଭାରତରେ କମ ପଇସାରେ ବୁଲିବା ଭଲ ଅପସନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More