Only for Entertainment

ଫ୍ୟାନ୍ସଙ୍କ ଉପରେ ଚଢିଲା ରଜନୀଙ୍କ ଫିଭର, ୧ ସପ୍ତାହରେ ୫୦୦ କୋଟିର ୱାର୍ଲଡ ୱାଇଲଡ ଇନକମ ।

instagram
28

ସୁପରଷ୍ଟାର ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ୨.୦ ରିଲିଜ ହେବା ସହିତ ବକ୍ସ ଅଫିସରେ ଧମାଲ ମଚାଉଛି ।ଫିଲ୍ମକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ।ଏହା ବାବୁବଳୀ ୧ର ରେକର୍ଡ଼ ଭାଙ୍ଗି ସାରିଛି ।ଏହା ୱାର୍ଲଡ ୱାଇଲଡ ୫୦୦ କୋଟିର ଇନକମ କରିଛି ।

ଏହାର ପ୍ରତି ମୁହୂର୍ତ୍ତର ଖବର ସିନେ କ୍ରିଟିକ୍ସ ତରନ ଆଦର୍ଶଙ୍କ ଠାରୁ ମିଳୁଛି ।ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇଛି ।ଟ୍ରେଡ ଏକ୍ସପର୍ଟ ରମେଶ ବାଲା ବୁଧବାରକୁ ୬ ଦିନର କଲେକ୍ସନ ଶେୟାର କରିଥିଲେ ।ଯାହା ଅନୁସାରେ ଫିଲ୍ମ ଭାରତରେ ୩୬୭ କୋଟିର ଇନକମ କରିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More