Only for Entertainment

୨୦୧୯ରେ ବିବାହ କରିବା ପାଇଁ ରହିଛି ୬୮ଟି ଶୁଭ ମୁହୂର୍ତ୍ତ ।

khajanaboutique
30

ନୂଆବର୍ଷରେ ବିବାହ ନିମନ୍ତେ ଅପେକ୍ଷା କରିଥିବା ଯୁବକ- ଯୁବତୀମାନଙ୍କ ପାଇଁ ଖୁସିର ଖବର । କାରଣ ୨୦୧୯ ବର୍ଷରେ ଭଲ ଦିନ ଅର୍ଥାତ୍‍ ଶୁଭ ମୁହୂର୍ତ୍ତର ସଂଖ୍ୟା ଚଳିତ ବର୍ଷ ତୁଳନାରେ ଢେର ଅଧିକ ରହିଛି । ୨୦୧୯ ଜାନୁଆରୀ ୧୭ ତାରିଖରୁ ଡିସେମ୍ବର ୧୧ ୨୦୧୯ ପର୍ଯ୍ୟନ୍ତ ମାଙ୍ଗଳିକ କାର୍ଯ୍ୟ ପାଇଁ ୬୮ ଦିନ ଶୁଭ ମୁହୂର୍ତ୍ତ ରହିଛି । ତେବେ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଶୁଭ ମୁହୂର୍ତ୍ତ ନାହିଁ । ଜ୍ୟୋତିଷଙ୍କ କହିବା ଅନୁସାରେ ଏହି ସମୟ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଶୁଭ କାର୍ଯ୍ୟ କରାଯାଇପାରିବ । ଚଳିତ ବର୍ଷ ବିବାହ ପାଇଁ ଅଧିକ ଶୁଭ ତିଥି ମାତ୍ର ୪୩ ଦିନ ରହିଛି ।
ଶୁଭ ମୁହୂର୍ତ୍ତ

ଜାନୁଆରୀ : ୧୭,୧୮,୨୩,୨୫,୨୬,୨୮,୨୯,୩୦,୩୧

ଫେବୃଆରୀ : ୨,୧୦,୧୫,୧୬,୨୧,୨୩, ୨୪,୨୬,୨୭,୨୮

ମାର୍ଚ୍ଚ : ୨,୩,୭,୯,୧୩

ଅପ୍ରେଲ : ୧୬,୧୮,୨୦,୨୧,୨୨,୨୩,୨୪,୨୫,୨୬,୨୮,୨୯

ମେ : ୬,୭,୮,୧୨,୧୪,୧୫,୧୭,୧୯,୨୧,୨୩,୨୮,୨୯

ଜୁନ୍‍ : ୯,୧୦,୧୨,୧୪,୧୫,୧୬,୨୪,୨୫,୨୭,୨୮

ନଭେମ୍ବର : ୯,୧୦,୧୬,୧୮,୨୩,୨୪,୨୮

ଡିସେମ୍ବର : ୨,୫,୭,୧୨

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More