Only for Entertainment

ଏହି ୭ ପ୍ରକାରର କିସ୍ ସଂପର୍କକୁ କରେ ଅଧିକ ମଜବୁତ

333

ପ୍ରେମକୁ ଦେଖାଇବାର ପ୍ରକ୍ରିୟା ସଂପୂର୍ଣ୍ଣ ଭିନ୍ନ । କିଛି ଲୋକ ତ କେବଳ କିସ୍ ମାଧ୍ୟମରେ ନିଜକୁ ପ୍ରେମକୁ ଦେଖାନ୍ତି । ତାହା ଫ୍ଲାଇଙ୍ଗ କିସ୍ ହେଉ ବା ଶରୀରର କୌଣସି ସ୍ଥାନକୁ କିସ କରିବା । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ ।

୧. ଗାଲରେ କିସ କରିବା ସ୍ନେହକୁ ଦେଖାଏ । ଏହା ସହଯୋଗ ଏବଂ ପୂର୍ଣ୍ଣତା ଏବଂ ପ୍ରଦର୍ଶନକୁ ଦେଖାଏ । ଏହା ସହିତ ଏହା ଆକର୍ଷଣର ଏକ ପ୍ରତୀକ ।
୨. ଓଠରେ କିସ କରିବା
୩. କଲରବେନରେ କିସ କରିବାର ଅର୍ଥ ଅଧିକ ଇଂଟିମେଂଟ ହେବା ।
୪. କାନରେ କିସ କରିବାର ଅର୍ଥ ସେକ୍ସୁଆଲ ଇଂଟେନସନ
୫. ହାତରେ କିସ କରିବାର ଅର୍ଥ ପସନ୍ଦକୁ ଜଣାଇବା । ଏହା ସହିତ ଏହା ବିଶ୍ୱାସର ମଧ୍ୟ ପତୀକ ।
୬. ମଥାରେ କିସ କରିବାର ଅର୍ଥ ପାର୍ଟନର ସହିତ ଯୋଡ଼ି ରହିବାକୁ ଦର୍ଶାଏ । ଅଧିକାଂଶ ସମୟରେ ଇମୋଶନାଲ ସମୟରେ ଲୋକ ହାତକୁ କିସ୍ କରନ୍ତି ।
୭. ଫ୍ଲାଇଙ୍ଗ କିସ କରିବାର ଅର୍ଥ ବିଦାୟ ଦେବା ବା ଗୁଡଲକ ମଧ୍ୟ କହିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More