Only for Entertainment

ରିଲିଜ ହେଲା ଫିଲ୍ମ ସେଭେଂଟିି-ଟୁ ଆୱାର୍ର ଇମୋସ୍ନାଲ୍ ଗୀତ ‘ସୌ ଜହାନ’ !

34

ଆଗାମୀ ବଲିଉଡ୍ ଫିଲ୍ମ ସେଭେଂଟିି-ଟୁ ଆୱାର୍ର ଇମୋସ୍ନାଲ୍ ଗୀତ ‘ସୌ ଜହାନ’ ମୁକ୍ତିଲାଭ କରିଛି । ଅଭିନାଷ ଧ୍ୟାନିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ସୀମାରେ ସୀମାରେ ସହିଦ ହୋଇଥିବା ଏକ ଯବାନଙ୍କ କାହାଣୀକୁ ନେଇ ଗତିଶୀଳ ହୋଇଛି ।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନାଷ ଧ୍ୟାନି । ମୁକ୍ତିଲାଭ କରିଥିବା ଏହି ଇମୋସନାଲ୍ ଗୀତରେ ଶୁଣିବାକୁ ମିଳିଛି ସାନଙ୍କ ଆକର୍ଷଣୀୟ ଗାୟିକି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More