Only for Entertainment

ହାତ,ଗୋଡ଼ ଓ ମୁହଁକୁ ବାନ୍ଧି ୧୦୦ କୁକରଙ୍କୁ ଫିଙ୍ଗିଦେଲେ, ମିଳିଲା ୯୦ ଜଣଙ୍କ ମୃତ ଶରୀର

The lollantop
228

ମହାରାଷ୍ଟ୍ରର ଏକ ଜିଲ୍ଲା ହେଉଛି ବୁଲଢାଣା । ଏହି ଗାଁ ନିକଟରେ ପ୍ରାୟ ଜଙ୍ଗଲ ରହିଛି । ଏହି ଜଙ୍ଗଲରେ ୬ ସେପ୍ଟେମ୍ବରକୁ ୯୦ ଜଣ କୁକରଙ୍କ ମୃତ ଶରୀର ମିଳିିଛି । ସମସ୍ତଙ୍କ ହାତ, ଗୋଡ଼ ଏବଂ ମୁହଁକୁ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳିଛି । ପୋଲିସ ଏମାନଙ୍କୁ ଗିରଡ଼ା ଗାଁକୁ ଯାଉଥିବା ରାସ୍ତା ପାଶ୍ୱର୍ ଜଙ୍ଗଲରୁ ପାଇଛି ।

ଖବର ଅନୁସାରେ କେହି ଏମାନଙ୍କୁ ବିଷ ଦେଇ ମାରିଦେବା ପରେ ଜଙ୍ଗଲକୁ ଫିଙ୍ଗି ଦେଇଛି । ଗାଁ ଲୋକଙ୍କୁ ଏହି ବିଷୟରେ କିଛି ଜଣା ନଥିଲା । ଶବ ପଚିଯିବା ପରେ ଗନ୍ଧ ହେଲା , ଯାହାପରେ ଏହା ଜଣା ପଡ଼ିଲା । ଏହାପରେ କେହି ଯାଇ ଗାଁ ଲୋକ ଓ ପୋଲିସକୁ ଏହାର ସୂଚନା ଦେଲା । ପୋଲିସ ସେଠାରେ ପହଂଚିବା ପରେ ଦେଖିଲାଯେ ପ୍ରାୟ ୧୦୦ଟି କୁକରଙ୍କ ମୃତଦେହ ପଡ଼ି ରହିଥିଲା । ୯୦ ଜଣ କୁକୁର ମରି ଯାଇଥିଲେ । ବଂଚିଥିବା କୁକରଙ୍କୁ ଖୋଲି ସେମାନଙ୍କୁ ଛାଡ଼ି ଦିଆଗଲା ।

ପଶୁଙ୍କ ପ୍ରତି ନିଷ୍ଠୁରତା ରୋକିବା ଅଭିଯାନ ୧୯୬୦ ଅନୁସାରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ଯାଂଚ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More