Only for Entertainment

ବୈଜ୍ଞାନିକ ତିଆରି କଲେ ୯୦୦୦ ବର୍ଷର ଗ୍ରୀକ ଯୁବତୀର ଚେହେରା ।

punjab kesari
0 45

ବୈଜ୍ଞାନିକ ଏକ ଅଦ୍ଭୁତ କାରନାମା କରିଛନ୍ତି । ୯୦୦୦ ବର୍ଷ ପୁରୁଣା ଗ୍ରୀକ କିଶୋର ଯୁବତୀର ଚେହୋରା ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଏହି ଯୁବତୀଙ୍କ ଚେହୋରା ଆଜିର କେଉଁ ଯୁବତୀତର ବାପା ମାଙ୍କ ଭଳି ଲାଗୁଛି । କିନ୍ତୁ ତା ଚେହୋରାରେ କୌଣସି ହସ ନଜର ଆସୁନାହିଁ । ଗ୍ରୀକ ଫର ଡନ ନାମକ ଏହି ଯୁବତୀର ଚେହୋରା ଈସା ଠାରୁ ପାଖାପାଖି ୭୦୦୦ ବର୍ଷ ପୁରୁଣା ଦେଖା ଯାଉଥିବା ଲୋକଙ୍କ ଭଳି ତିଆରି କରାଯାଇଛି । ଯେଉଁ ସମୟଟି ମେସୋଲିଥିôକ ଯୁଗ ନାମରେ ବେଶ ଜଣାଶୁଣା ।

ବିଶ୍ଲେଷଣରୁ ଲାଗୁଛି ତା’ର ବୟସ ୧୫ରୁ ୧୮ ହେବ । ଜଅ ଫୁଲିଥିବାରୁ ଅନୁମାନ କରାଯାଉଛିଯେ ଜୀବଙ୍କ ତ୍ୱଚାକୁ ଚୋବାଉଥିବରୁ ଏଭଳି ହୋଇଥାଇପାରେ । କ୍ରୋଧ ବିଷୟରେ ବଚାରିବାରୁ ବିଶେଷଜ୍ଞ କହିଲେଯେ ସେ ଯୁଗରେ କ୍ରୋଧ କରିବା ଅସମ୍ଭବ । ସେ ଆଉ ମଧ୍ୟ କହିଛନ୍ତିଯେ ଯୁବତୀ ଜଣକ କମଜୋର ଥିଲେ ଓ ସେ ସ୍କର୍ବୀରେ ପିଡ଼ିତ ହୋଇପାରିଥାନ୍ତି ।

ସେ ଏହା ମଧ୍ୟ କହିଛନ୍ତିଯେ ହୋଇପାରେ କି ତାକୁ ଗଣ୍ଠି ଆଦି ସମସ୍ୟା ବୋଧହୁଏ ଥିଲା । ବୋଧହୁଏ ସେଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାକୁ ପ୍ରଦର୍ଶନୀ ପାଇଁ ଏଥେନ୍ସର ଏକ୍ରୋପଲିସ ସଂଗ୍ରହାଳୟରେ ରଖାଯାଇଛି । ତେବେ ଏହାର କଙ୍କାଳକୁ ୧୯୯୩ରେ ଖୋଜା ଯାଇଥିଲା ଓ ରିସର୍ଚ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More