Only for Entertainment

ରକଙ୍କୁ ଏକ ସ୍କୁଲ ଝିଅ ଡେଟ ପାଇଁ କହିଲା ତେବେ ରକ ପୂରା ଥିଏଟର କରିଦେଲେ ! ଏହାପରେ କଣ ହେଲା ଜାଣନ୍ତୁ ।

mandatory
0 120

ଅନେକ ଥର ସୁପରଷ୍ଟାରଙ୍କୁ ପ୍ରଶଂସକ ମାନେ କିଛି ନିଆରା ମାଗିଥାଆନ୍ତି ଏବଂ ସୁପରଷ୍ଟାର କିଛି ଜଣ ତାଙ୍କ ଇଚ୍ଛା ପୂରଣ କରନ୍ତି । ହଲିଉଡ ଷ୍ଟାର ଏବଂ ଡବ୍ଲୁଡବ୍ଲୁଇ ପୂର୍ବ ଚାମ୍ପିଅନ ଦ ମଧ୍ୟ ଏଭଳି କିଛି କରିଛନ୍ତି । କିଛି ଏଭଳି ହୋଇଛି ଯେ ଏକ ସ୍କୁଲରେ ପଢୁଥିବା ଝିଅଟିଏ ତାଙ୍କ ପ୍ରଶଂସକ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ସେହି ଭିଡିଓରେ ସେ ରକଙ୍କୁ ପ୍ରୋମରେ ତାଙ୍କ ସହ ଡେଟରେ ଯିବା ପାଇଁ ଅଫର ଦେଇଛନ୍ତି । ମାତ୍ର ରକ ସେହି ସମୟରେ ସ୍କୁଲରେ ସୁଟ କରୁଥିଲେ ଏବଂ ଆସି ପାରିବେ ନାହିଁ ବୋଲି ଜଣାଇଥିଲେ । କିନ୍ତୁ ସେ ନିଜ ଫ୍ୟାନ ପାଇଁ ପୂରା ଥିଏଟର ବୁକ କରି ତାଙ୍କୁ କିଛି ଏଭଳି ସରପ୍ରାଇଜ ଦେଇଛନ୍ତି ଆସନ୍ତୁ ଆଗକୁ ଜାଣିବା ।

SURPRISE KATIE KELZENBERG! About a week ago, I come across a video on my Twitter feed, from a student at Stillwater Area High School (oldest high school in Minnesota) asking me if I would be her date to her prom. Unfortunately, I’ll be shooting during that time in Hawaii, BUT I was so impressed by this young lady’s charm and confidence to even ask me (ladies always get shy in front of me) that I had to do something special. I decided to rent out an entire theater (capacity 232 seats) in her town so Katie and her closest 232 friends and family can enjoy a special screening of RAMPAGE. And all the free popcorn, candy and soda high school kids can consume! You’re money’s no good Katie… everything is on Uncle DJ. ??? ??!! And I also taped a special morning message surprising Katie and her high school that will play across the school’s intercom system… literally…RIGHT NOW, Katie should be turning red hearing me surprise her in front of her entire school. I wish I was there in person Katie, to see your reaction to all this, but I’ll hear about for sure and most importantly – you and all your friends have fun at the theater and ENJOY RAMPAGE! Thanks for being an AWESOME FAN and I’m a lucky dude to have fans like you. Uncle DJ ??❤ Ps – the gorilla in Rampage is way smarter (and better looking) than I am, but don’t tell him that because he has a HUGE ego ?

A post shared by therock (@therock) on

ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେହି ଫ୍ୟାନଙ୍କୁ ସବୁ ଜଣାଇଛନ୍ତି ଏବଂ ଫ୍ୟାନଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ କିଛି ନିଆରା କରିଛନ୍ତି । ସେ ପୂରା ଥିଏଟର ବୁକ କରିଛନ୍ତି ଏବଂ ସେଠାରେ ସମସ୍ତଙ୍କ ପାଇଁ ପ୍ରି ମୁଭି ରାମ୍ପେଜ ଦେଖିବା ଲାଗି ବନ୍ଦୋବସ୍ତ କରିଥିଲେ ଏବଂ ସେଠାରେ ଯାହାର ଯାହା ଇଚ୍ଛା ଖାଇବେ ସବୁ ତାଙ୍କ ତରଫରୁ ବୋଲି ରକ କହିଛନ୍ତି ।

ଜନ କେଟିଙ୍କ ପାଇଁ ଏକ ମେସେଜ ପଠାଇଛନ୍ତି ଯାହା ପୂରା ସ୍କୁଲ ଆଗରେ ରିଲିଜ କରିଯାଇଛି । ରକ କହିଛନ୍ତି କାସ ସେ କେଟିଙ୍କ ସାମ୍ନାରେ ଥାଆନ୍ତି ତାଙ୍କ ରିଆକ୍ସନ ଦେଖି ପାରିଥାଆନ୍ତି । ସତରେ ଯଦି ଷ୍ଟାର ମାନେ ଏଭଳି ଭାବେ ଫ୍ୟାନ୍ସ ମାନଙ୍କ ପାଇଁ ଭାବିବେ ତେବେ ଫ୍ୟାନ ମାନଙ୍କର ଭଲ ପାଇବା ବଢିବ ହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More