Only for Entertainment

ପ୍ରେମିକାକୁ ମକା ଜମିରେ ପ୍ରପୋଜ କଲେ ପ୍ରେମିକ,ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା ।

punjabkesari
0 52

ଦୁନିଆ ସାରା ଲୋକ ପ୍ରପୋଜ କରିବା ପାଇଁ କ’ଣ ନ କରନ୍ତି । କିଛି ଲୋକ ତ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଜୀବନକୁ ମଧ୍ୟ ବାଜି ଲଗାଇ ଦିଅନ୍ତି । ନିକଟରେ ବ୍ରିଟେନର ଜଣେ ଯୁବକ ସେହିଭଳି କିଛି କରିଛନ୍ତି । ଯାହାଙ୍କ ନାମ ହେଉଛି ବରୁଣ ଧନାତୋ ।

ବରୁଣ ପ୍ରେମିକାକୁ ଏଭଳି ନିଆରା ଅନ୍ଦାଜରେ ପ୍ରପୋଜ କଲେ ସାରା ଦୁନିଆରେ ବର୍ତ୍ତମାନ ଏହି କଥା ଚର୍ଚ୍ଚାର ବିଷୟ ପାଲଟିଛି । ବରୁଣ ମକେ ଜମିରେ ବିବାହର ପ୍ରସ୍ତାବ ଲେଖିଥିଲେ । ପ୍ରେମିକାକୁ ୨୦୦ ଫୁଟ ଉପରକୁ ନେଇ ପ୍ରପୋଜ କରିଛନ୍ତି । ଏହି ମକା କ୍ଷେତକୁ ଖୋଜିବାରେ ଯୁବକଙ୍କୁ ୩ ମାସ ସମୟ ଲାଗିଥିଲା ।

ଏହି ଜମିରେ କେତେକ ଶ୍ରମିକ ଲଗାଇ ସୁନ୍ଦର ଭାବରେ କଟା କଟି କରିଥିଲେ । ପ୍ରେମିକାଙ୍କ ଜନ୍ମଦିନରେ ସେ ତାଙ୍କୁ ପ୍ରପୋଜ କଲେ । ତେବେ ସେ ତାଙ୍କ ପ୍ରେମିକାଙ୍କୁ ହେଲିକପ୍ଟରରେ ପ୍ରପ୍ରୋଜ କରିଛନ୍ତି । ପ୍ରଥମେ ତ ଝିଅ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ରାଜି ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More