Only for Entertainment

ଏହି ଝିଅମାନେ ନିଜ ଡାନ୍ସ ମୁଭ୍ସରେ ଜିତିଲେ ଲୋକଙ୍କ ମନ, ୟୂଟ୍ୟୁବରେ ଛାଇଲା ଭିଡିଓ !

54

ପୂର୍ବ ବର୍ଷ ରିଲିଜ ହୋଇଥିବା ସାଉଥ ସୁପରଷ୍ଟାର ଫିଲ୍ମ କେଜିଏଫ ନିଜ ହିନ୍ଦୀ ଭର୍ସନରେ ବକ୍ସ ଅଫିସରେ ଖୁବ ଧମାଲ ମଚାଇଥିଲା । ଲୋକମାନେ ଏହି ଫିଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏବେ ଏହି ଫିଲ୍ମର ୨ୟ ଚାପ୍ଟରକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମର ଗୀତ ‘ଗଲିଗଲି’ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରସିଦ୍ଦ ହୋଇଥିଲା ଯାହା ଆଜି ମଧ୍ୟ ଇଂଟରନେଟରେ ହିଟ ରହିଛି । ଏହି ଗୀତରେ ମୌନୀ ରୟଙ୍କ ଡାନ୍ସ ଲୋକଙ୍କୁ ଖୁବ ପସନ୍ଦ ଆସିଛି । କେବଳ ସେତିକି ନୁହେଁ ଏହି ଗୀତର କ୍ରେଜ ଏତେ ଅଧିକ ବଢିଯାଇଛି ଯେ କେହି କେହି ଏହି ଗୀତରେ ଡାନ୍ସ ଷ୍ଟେପ ଫଲୋ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ।

କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦ ବମ ସ୍କ୍ୱାଡ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଅପଲୋଡ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଭିଡିଓରେ ହାରାହାରି ୫ଜଣ ଛିଅ ଜବରଦସ୍ତ ଡାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଥର ଦେଖା ଯାଇସାରିଲାଣି । ଡାନ୍ସ ମୁଭ ଏଭଳି ହୋଇଛି, ଯାହା ଆପଣଙ୍କ ମନ କିଣି ନେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More