Only for Entertainment

ଗଛ କାଟିବାକୁ ନେଇ ଦୁଃଖିତ ହୋଇ ଗଛକୁ ବିବାହ କଲେ ବିଦେଶୀ ।

cceicû
0 46

ଏଭଳି ଶୁଣିବାକୁ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ଖୁବ ରୋମାଂଚକର । ବାସ୍ତବରେ ଜଙ୍ଗଲ କାଟି ସଫା କରି ଦେଇଥିବାରୁ ଦୁଃଖି ହୋଇ ଜଣେ ବ୍ୟକ୍ତି ଏକ ଗଛକୁ ବିବାହ କରି ନେଇଛନ୍ତି ।

ଖବର ଅନୁସାରେ ରିଚର୍ଡ଼ ଟୋରେସ ଡୋମିନିକନ ରିପବ୍ଲିକର ରାଜଧାନୀ ସାଂଟୋ ଡୋମିଂରେ ଗଛ କାଟୁଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିଲେ । ତେଣୁ ଏକ ଗଛକୁ ବିବାହ କରିନେବା କଥା ତାଙ୍କୁ ଠିକ ଲାଗିଲା । ସେ ଏହି ଗଛ ଉପରେ ମୁଦି ରଖିଲେ ଏବଂ ସେଠାରେ ଜଜ ଭାବରେ ଥିବା ତାଙ୍କ ବନ୍ଧୁଙ୍କ ସାମ୍ନାରେ ବିବାହ ପାଇଁ ରାଜି ବୋଲି କହିଲେ । ତେବେ ସେ ଏହିଭଳି ୧୦୦ ବିବାହ କରି ଗିନିଜ ବୁକରେ ରେକର୍ଡ଼ କରିବାକୁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More