Only for Entertainment

ସାମ୍ନାକୁ ଆସିଲା ଦୀପିକା-ରଣବୀରଙ୍କ ବିବାହର ନୂଆ ଫଟୋ, ପରିବାର ସହ ନଜର ଆସିଲେ ‘ବାଜିରାଓ-ମସ୍ତାନୀ’

ndtv
25

ଅଭିନେତ୍ରୀ ଦଗୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂଙ୍କ ବିବାହର ଆନ୍ୟ ଫଟୋ କିଛି ସାମ୍ନାକୁ ଆସିିଛି । ପ୍ରଥମେ ସେୟାର କରାଯାଇଥିବା ଦୁଇଟି ଫଟୋ ଠାରୁ ଏହା ସଂପୂର୍ଣ୍ଣ ଭିନ୍ନ । ସାମ୍ନାକୁ ଆସିଥିବା ଏହି ନୂଆ ଫଟୋରେ ଦୁହେଁ ସମ୍ପକୀୟଙ୍କ ସହିତ ନଜର ଆସିଛନ୍ତି । କୋଙ୍କଣୀ ପରମ୍ପରାରେ ହୋଇଥିବା ବିବାହ ବେଳେ ଏହି ଫଟୋ ଉଠାଯାଇଛି ।

ଦେଖନ୍ତୁ ଫଟୋ-

 

View this post on Instagram

 

Us and ours ❤️❤️❤️ #MrsandMrRanveerSingh #deepveerkishaadi #ranveerkishaadi

A post shared by Nitasha Gaurav (@nitashagaurav) on

କହିରଖୁଛୁ ଯେ, ୧୪ ନଭେମ୍ବରରେ ଏହି ଲଭ ବାର୍ଡ କୋଙ୍କଣୀ ପରମ୍ପରାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ଦୁହେଁ ୧୫ ନଭେମ୍ବରରେ ସିନ୍ଧୀ ପରମ୍ପରାରେ ବିବାହ କରିଥିଲେ । ବିବାହକୁ ଖୁବ ଗୋପନୀୟ ରଖାଯାଇଥିଲା । କେବଳ ବନ୍ଧୁ ଏବଂ ସମ୍ପକୀୟଙ୍କ ଉପସ୍ଥିତିରେ ବିବାହ ଶେଷ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More