Only for Entertainment

ପ୍ରିୟା ପ୍ରକାଶଙ୍କର ଆଉ ଏକ ଭିଡିଓ ଭାଇରାଲ, ସପିଂ ମଲରେ ଏପରି ଆନ୍ଦାଜରେ ଆସିଲେ ନଜର

zee news
0 45

ଏକ ଭିଡିଓ ଜରିଆରେ ରାତାରାତି ଷ୍ଟାର ପଲଟିଥିବା ପ୍ରିୟା ପ୍ରକାଶଙ୍କ ଫିଲ୍ମ ‘ଓରୁ ଆଦାର ଲଭ’ ନିକଟରେ ରିଲିଜ ହୋଇଛି । ସୋଲିଆଲ ମିଡିଆରେ ସେ ଏବେ ମଧ୍ୟ ତାଙ୍କର କ୍ରେଜ ରହିଛି । ତାଙ୍କର ଯେକୌଣସି ଭିଡିଓ ସାମ୍ନାକୁ ଆସୁଛି ତାହା ଖୁବ ଶୀଘ୍ର ଭାଇରାଲ ହୋଇଯାଉଛି ।  ନିକଟରେ ପ୍ରିୟାଙ୍କୁ ଅକ ସପିଂ ମଲରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯହା ଭାଇରାଲ ହେବାରେ ଲାଗିଛି ।

 

ଉଲ୍ଲେଖଯୋଗ୍ୟ ଯେ, ଭାଲେଣ୍ଟାଇନ ସପ୍ତାହାରେ  ପ୍ରିୟାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ,ଯେଉଁଥିରେ ସେ ଆଖି ମାରୁଥିବା ଦେଖିବାକୁ ମିଳିଥିଲା ।  ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ  ଅନେକ ପିଲ୍ମର ଅଫର ମଧ୍ୟ ମିଳିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More