Only for Entertainment

ସଲମାନଙ୍କ ଭଣଜାଙ୍କ ସହିତ ନଜର ଆସିଲେ ଧୋନୀଙ୍କ ଝିଅ ଜିୱା ।

0 43

ବଲିଉଡ ଷ୍ଟାର କିଡ ମାନେ ସେତିକି ଚର୍ଚ୍ଚାରେ ରହିଥାନ୍ତି ଯେତେିକି ବଲିଉଡ ଆକ୍ଟର ମାନେ ଚର୍ଚ୍ଚାରେ ଥାଆନ୍ତି । ଶନିବାର ଦିନ ସଲମାନଙ୍କ ଭଉଣୀ ଅର୍ପିତା ତାଙ୍କ ଭ୍ୟାରିଫାଏଡ ଇଂଷ୍ଟାଗ୍ରାମ ଆକାଉଂଟରେ କିଛି କ୍ୟୁଟ ଫଟୋ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେଉଛି । ଏହା ହେଉଛି ତାଙ୍କ ପୁଅ ଆହିଲଙ୍କ ଫଟୋ ଯିଏ ଧୋନୀଙ୍କ ଝିଅ ଜିୱାଙ୍କ ସହିତ ନଜର ଆସିଛନ୍ତି । ଏହି ଫଟୋକୁ ଲୋକ ଖୁବ ପସନ୍ଦ କରିଛନ୍ତି ।

ସଲମାନ ଏବଂ ଧୋନୀ ଉଭୟ ଭଲ ସାଙ୍ଗ ଏହା ସମସ୍ତେ ଜାଣନ୍ତି । ଯେତେବେଳେ ଦୁଇ ଜଣ ସହରରେ ଥାଆନ୍ତି ଏକା ସାଙ୍ଗରେ ସମୟ ବିତାଇବାକୁ ଚେଷ୍ଟା କରନ୍ତି । ଫଟୋରେ ଜିୱା ଆହିଲକୁ ହଗ କରୁଥିବାର ନଜର ଆସିଛନ୍ତି ।
ସଲମାନଙ୍କ ସହିତ ଆହିଲଙ୍କ ସ୍ନେହ ଭରା ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି । ସେ ତାଙ୍କ ଭଣଜାକୁ ଖୁବ ଭଲ ପାଆନ୍ତି । ଦୁଇ ଜଣଙ୍କ ଫଟୋ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More