Only for Entertainment

ଆମୀର ଏହି କାରଣରୁ ମାଧୁରୀଙ୍କୁ ଧନ୍ୟବାଦ ଜଣାଇଲେ !

38

ବଲିଉଡ ଅଭିନେତା ଆମୀର ଖାନ ଅଭିନେତ୍ରୀ ମାଧୁରୀ ଦିକ୍ଷୀତକୁ ନେଇ କିଛି କହିଛନ୍ତି । ଅସଲରେ ଆମୀର ଖାନ ମହାରାଷ୍ଟ୍ରରେ ପାଣିର ସ୍ଥିତି ଉପରେ ଆଧାରିତ ଏକ କାର୍ଯ୍ୟକ୍ରମ ‘ତୋଫାନ ଆଲୟା’ର ଏକ ଏପିସୋଡ ରେ ମାଧୁରୀ ଦୀକ୍ଷିତ ଆସିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆମୀର ଖାନ ଭିଡିଓ ଲିଙ୍କ ଟ୍ୱିଟ କରି କ୍ୟାପଶନ ଲେଖି ମାଧୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମୀର ଖାନ ଏବଂ ମାଧୁରୀ ଦୀକ୍ଷିତ ଦିଲ ଏବଂ ଦୀୱାନା ମୁଝସା ନହି ଭଳି ଫିଲ୍ମରେ ଏକାସହ କାମ କରିସାରିଲେଣି ।

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ ‘ତୋଫାନ ଆଲିୟା’ ଏକ ସାପ୍ତାହିକ କାର୍ଯ୍ୟକ୍ରମ ଅଟେ ଏବଂ ଯାହା ରାଜ୍ୟରେ ପାଣି ସ୍ଥିତି ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ । ଏଥିରେ ମରାଠୀ ଫିଲ୍ମର କଳାକାର ଏବଂ ଅନ୍ୟ ଲୋକମାନେ ପ୍ରେରଣାଦାୟକ କାହାଣୀ ବତାଉଛନ୍ତି । ଆମୀର ଖାନ ଏବଂ ତାଙ୍କ ପତ୍ନୀ କିରଣ ରାଓ ଶୋ’ରେ ରହୁଛନ୍ତି । ଆମୀର ଏବଂ କିରଣ ପାଣି ଫାଉଣ୍ଡେସନର ସଂସ୍ଥାପକ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More