Only for Entertainment

୫୩ବର୍ଷ ବୟସର ଏଭଳି ଦିଶୁଛନ୍ତି ଆମୀର , ଭିଡିଓ ସୋସିଆଲ ମିଡିଆରେ ଭାଇରାଲ !

60

ବଲିଉଡ ଅଭିନେତା ଆମୀର ଖାନ କିଛି ଦିନ ହେବ ତାଙ୍କ ଅପକମିଂ ଫିଲ୍ମ ଲାଲ ସିଂ ଚଡ୍ଢା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଆମୀରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଅସଲରେ ଆମୀରଙ୍କର ଏକ ଆଡ ଭିଡିଓ ପାଇଁ ଟ୍ରାନ୍ସଫରମେସନ କରାଯାଇଛି । ଏହି ବିଜ୍ଞାପନ ପାଇଁ ଆମୀର ଏକ ବୃଦ୍ଧ ଗେଟଅପରେ ନଜର ଆସିଛନ୍ତି ଏବଂ ଏହାର ଭିଡିଓ ସେ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଆମୀରଙ୍କୁ ଏବେ ୫୩ବର୍ଷ , ତଥାପି ସେ ନିଜକୁ ଖୁବ ମେଂଟନ କରି ରଖିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଲାଲ ସିଂ ଚଡ୍ଢା ‘ର ନିର୍ଦ୍ଦେଶନା ଭାର ତୁଲାଇବେ ଅଦ୍ୱେତ ଚନ୍ଦନ । ଏହା ହଲିଉଡ ଫିଲ୍ମ “ଫରେଷ୍ଟ ଗମ୍ପ’ର ରିମେକ ଅଟେ । ଫିଲ୍ମରେ ଆମୀର ଲାଲ ସିଂ ଚଡ୍ଢା ଭୂମିକା ତୁଲାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More