Only for Entertainment

ପୁଅ ଆଜାଦ ରାଓ ଖାନଙ୍କ ପାଇଁ ପାର୍ଟିରେ ଓବେଲିକ୍ସ ଏବଂ ଗେଟାଫିକ୍ସ ସାଜିଲେ ଆମୀର ଖାନ ଏବଂ କିରନ ରାଓ ।

pinkvilla
21

ଆମୀର ଖାନ ତାଙ୍କ ପରିବାର ପାଇଁ ଖୁବ ଯତ୍ନବାନ ଏହା ତାଙ୍କର ପ୍ରତ୍ୟେକଟି ପୋଷ୍ଟରୁ ଜଣାପଡ଼େ । ଇଣ୍ଡଷ୍ଟ୍ରିରେ ଆମୀର ହେଉଛନ୍ତି ସବୁଠାରୁ ଭିନ୍ନ । ସେ ନିଜକୁ ଏକ ଭିନ୍ନ ମଣିଷ ଭାବରେ ଗଢିଛନ୍ତି,ଯାହାର ଉଦାହରଣ ହେଉଛିଯେ ତାଙ୍କୁ ମିଷ୍ଟର ପର୍ଫେକ୍ସନିଷ୍ଟର ଆଖ୍ୟା ଦିଆଯାଇଛି । ଆମୀର ଏବଂ ତାଙ୍କ ପତ୍ନୀ କିରନ ରାଓ ତାଙ୍କ ପୁଅ ଆଜାଦ ରାଓ ଖାନର ଚାରିପଟେ ଏକ ରକ୍ଷା ବଳୟ ହୋଇ ଘୁରୁ ବୁଲୁଛନ୍ତି । ସବୁବେଳେ ତାଙ୍କ ସହିତ ନିଜର ମୂଲ୍ୟବାନ ସମୟ ବିତାଉଛନ୍ତି । ଆଜାଦଙ୍କ ସହିତ ଉଭୟ ଅଧିକାଂଶ ସମୟରେ ଛୁଟି ମନାନ୍ତି ।ତେବେ ଆମୀର ତାଙ୍କର ଅଧିକାଂଶ ସମୟ ପରିବାର ସହିତ ବିତାନ୍ତି କହିଲେ ଭୁଲ ହେବ ନାହିଁ । କିଛି ମାସ ପୂର୍ବରୁ ଆମୀର ତାଙ୍କ ପତ୍ନୀ ଏବଂ ପୁଅ ସହିତ ତାଙ୍କ ପୋଷା କୁକୁରର ଏକ ଫଟୋ ଶେୟାର କରିଥିଲେ ।

 

 

View this post on Instagram

 

Obelix, Dogmatix, Asterix and Getafix the druid!

A post shared by Aamir Khan (@_aamirkhan) on


ଆମୀର ଏବଂ କିରନ ତାଙ୍କ ପୁଅ ପାଇଁ ଆଷ୍ଟେରିକ୍ସ ଥିମଡି ପାର୍ଟିରେ ଓବେଲିକ୍ସ ଏବଂ ଗେଟାଫିକ୍ସ ହୋଇଥିଲେ ।ଯାହାର ଫଟୋକୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି ।

 

 

View this post on Instagram

 

And Obelix is refused the magic potion by Getafix!!!

A post shared by Aamir Khan (@_aamirkhan) on

 

 

View this post on Instagram

 

Obelix waits in line for the magic potion, while Asterix is drinking his dose.

A post shared by Aamir Khan (@_aamirkhan) on

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More