Only for Entertainment

ଯୁବକ ସହିତ କ୍ଲୋଜ ହେଲେ ଆମୀର ଖାନଙ୍କ ଝିଅ, ଫ୍ୟାନ୍ସ କହିଲେ- ବୟଫ୍ରେଣ୍ଡ କି…?

bollywoodtadka
41

ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ ଇରା ସର୍ବଦା ନିଜର ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଇରା ନିଜର କିଛି ଫଟୋକୁ ନେଇ ପୁଣିଥରେ ଚର୍ଚ୍ଚାର ପରସରକୁ ଆସିଛନ୍ତି । ଅସଲରେ ଇରା ନିଜ ସୋସିଆଲ ମିଡିଆ ଆ କାଉଣ୍ଟରେ ଏକ ଫ ଟୋ ସେ ୟାର କରିଛନ୍ତି ଯେଉଁଥିରେ ସେ ମିଶାଲ କୃପଲାନୀ ନାମକ ଜଣେ ଯୁବକ ସହିତ ନଜର ଆସିଛନ୍ତି । ଖବର ଅନୁସାରେ ଇରା ମିଶାଲଙ୍କୁ ଡେଟ କରୁଛନ୍ତି ।

ira khan

କିଛି ଫଟୋରେ ଇରା ମିଶାଲଙ୍କୁ ଆଲିଙ୍ଗନ କରୁଛନ୍ତି ତ କିଛି ଫଟୋରେ ମିଶାଲ ଇରାଙ୍କ ମଥାରେ କିସ୍ କରୁଛନ୍ତି । ଫଟୋ ସହିତ ସେ କ୍ୟାପସନରେ ଲେଖିଥିଲେ – ଆଶା କରୁଛି ବସନ୍ତରେ ତୁମ ଛୁଟି ଖୁସିରେ ପରିପୂର୍ଣ୍ଣ ରହିବ ।

ଇରାଙ୍କ ଏହି ସବୁ ଫଟୋ ଦେଖି ୟୁଜର ଖୁବ କମେଣ୍ଟ କରୁଛନ୍ତି । ଜଣେ ୟୁଜର କମେଣ୍ଟ କରି ଇରାଙ୍କୁ ପଚାରିଛନ୍ତି କ’ଣ ସେ ତୁମର ବୟଫ୍ରେଣ୍ଡ ? ଆଉ ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ ମିଶାଲ ତୁମେ ବହୁତ ଲକି କେବେ ତାଙ୍କ ମନ ଭାଙ୍ଗିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More