Only for Entertainment

ପତ୍ନୀ କିରଣଙ୍କ ସହ ଢାବାରେ ବସି ଆଖୁ ରସ ପିଉଥିବାର ନଜର ଆସିଲେ ଆମୀର !

32

ବଲିଉଡ ଅଭିନେତା ଆମରା ଖାନ ଆଜି ସକାଳେ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି । ଏହିଫଟୋରେ ପତ୍ନୀ କିରଣ ରାଓଙ୍କ ଆମୀର ଏକ ଢାବାରେ ଜୁସ ପିଉଥିବାର ନଜର ଆସିଛନ୍ତି । କିଛି ଫଟୋରେ ସେ ଢାବା ମାଲିକଙ୍କ ସହ ଫଟୋ କ୍ଲିକ କରୁଥିବାର ନଜର ଆସିଛନ୍ତି ।

ଏହି ଫଟୋରେ ଆମରା କାଜୁଆଲ ଲୁକରେ ନଜର ଆସିଛନ୍ତି । ସେହିଭଳି ଗ୍ରୀନ ସୁଟରେ କିରଣ ଖୁବ ସୁନ୍ଦର ଦିଶୁଛନ୍ତି । ଏହି ଫଟୋକୁ ଶେୟାର କରି ଆମୀର ଲେଖିଛନ୍ତି – At Zhawadarjun village yesterday. Stopped for the best ganney-ka-juice on the way there.

 

View this post on Instagram

 

At Zhawadarjun village yesterday. Stopped for the best ganney-ka-juice on the way there. #mejalmitra @paanifoundation

A post shared by Aamir Khan (@_aamirkhan) on


ଏଠାରେ ଆମେ କହି ରଖୁଛୁ ଯେ ଆମୀର ମହାରାଷ୍ଟ୍ରରେ ଏକ ପାଣି ଫାଉଣ୍ଡେସନ ପାଇଁ କାମ କରୁଛନ୍ତି । ଏହି ଫାଉଣ୍ଡେସନ ଭାରତରେ ଡ୍ରାଫ୍ଟ-ହିଟ ଲୋକମାନଙ୍କ କଲ୍ୟାଣ ପାଇଁ କାମ କରୁଛି । ମହାରାଷ୍ଟ୍ର ଗାଁରେ ଜଳ ପ୍ରବନ୍ଧନ ଏବଂ ଡ୍ରାଫ୍ଟ ବନ୍ଦ ବିଷୟରେ ଜାଗରୁକତା ଆଣିବା ଲାଗି ଏହି ଫାଉଣ୍ଡେସନ, ଆମୀର ଖାନ ଏହି ଫାଉଣ୍ଡେସନ ପାଇଁ କାମ କରୁଛନ୍ତି । ତାଙ୍କ ପତ୍ନୀ କୀରଣ ରାଓ ମଧ୍ୟ ଏନଜିଓର କାର୍ଯ୍ୟବାହୀରେ ସାମିଲ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More