Only for Entertainment

ଏହି ମୁଖ୍ୟ ବିଷୟରେ ଆଲୋଚନା ପାଇଁ ପି ଏମ ମୋଦିଙ୍କୁ ସାକ୍ଷାତ କଲେ ଆମୀର ଖାନ,କାରଣ ଜାଣିଲେ ଆପଣ ମଧ୍ୟ କହିବେ ବାଃ ।

aajtak
27

୨୩ ଅକ୍ଟୋବରକୁ ଦିଲ୍ଲୀରେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତାରକା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏମାନଙ୍କ ମଧ୍ୟରେ ଆମୀର ଖାନ,ରାଜକୁମାର ହିରାନୀ,ଆନନ୍ଦ ଏଲ ରାୟ,ରିତେଶ ସିଦ୍ଧବାନି,ସିଦ୍ଧାର୍ଥ ରାୟ କପୁର,ମୌଲିକ ଭଗତ ଏବଂ ମହାବୀର ଜୈନ ସାମିଲ ଥିଲେ ।

ଏଂଟରଟେନମେଂଟ ଇଣ୍ଡଷ୍ଟ୍ରିର ଏହି ହାଇ ପ୍ରୋଫାଇଲ ଡେଲିଗେସନ ପିଏମ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତର ମୁଖ୍ୟ କାରଣ ଥିଲାଯେ କିଭଳି ଫିଲ୍ମ ଇଣ୍ଡଷ୍ଟ୍ରି ରାଷ୍ଟ ନିର୍ମାଣରେ ସହାୟତା କରିପାରିବ ।

ଏହି ବୈଠକରେ ପିଏମ ମୋଦି କହିଲେଯେ, ମୁଁ ସିନେମାର ଶକ୍ତିକୁ ଭରସା କରୁଛି,ମୁଁ ଜାଣିଛି କେଉଁଭଳି ଭାବରେ ଏଂଟରଟେନମେଂଟ ଦୁନିଆ ମାଧ୍ୟମରେ ଲୋକଙ୍କ ଉପରେ ପ୍ରଭାବ ପକାଯାଇପାରିବ । ସେ ହେଳିଗେସନକୁ ଭରସା ଦେଇଛନ୍ତିଯେ କେଉଁଭଳି ଏହି କ୍ଷେତ୍ରରେ ଉନ୍ନତି କରାଯାଇପାରିବ ।

ପିଏମ ମୋଦିଙ୍କ ରେସପନ୍ସରେ ଡେଲିଗେସନ ସଦସ୍ୟ ଖୁସି ଥିବା ଜଣାପଡ଼ୁଛି ।ସେ ଭାବୁଛନ୍ତିଯେ ସକରାତ୍ମକ ପରିବର୍ତ୍ତନ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More