Only for Entertainment

ଫିଲ୍ମ ନୁହେଁ ବରଂ ଅନ୍ୟ କାମ କରିବାକୁ ଚାହାଁନ୍ତି ଆମୀରଙ୍କ ପୁଅ ।

bollywood tadka
29

ବଲିଉଡ ଆକ୍ଟର ଆମୀର ଖାନ ଏବେ ଖୁବ ଚର୍ଚ୍ଚାରେ । ସେ ଖୁବ ସୁପରହିଟ ଫିଲ୍ମ ଦେଇଛନ୍ତି । ଦୁର୍ଭାଗ୍ୟବଶତଃ ତାଙ୍କ ବଡ଼ ବଜେଟର ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ ବକ୍ସ ଅଫିସରେ ମାଡ଼ ଖାଇଗଲା । ନିକଟରେ ଆମୀର ଏକ ଇଂଟରଭ୍ୟୁରେ ତାଙ୍କ ପୁଅ ଜୁନୈଦଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ଆଜ୍ଞା ହଁ ଆମୀରଙ୍କ କହିବା ଅନୁସାରେ ତାଙ୍କ ପୁଅ ଏବେ ରଂଗମଂଚରେ ଇଛା ରଖିଛନ୍ତି । ଆମୀର ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ତେଣୁ ଜୁନୈଦ ଏବେ ଫିଲ୍ମରେ କାମ କରିବାକୁ ଚାହୁଁ ନାହାଁନ୍ତି । ଜୁନୈଦ ଆମୀରଙ୍କ ସବୁଠାରୁ ବଡ଼ ପୁଅ । ଫିଲ୍ମ ପିକେରେ ସେ ରାଜକୁମାର ହିରାନୀଙ୍କ ସହିତ ସହ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।

ଆମୀରଙ୍କ ପୁଅ ନିଜ ଜୀବନର ନିଷ୍ପତ୍ତି ନିଜେ ନେଉ ସେ ଚାହାଁନ୍ତି । ତାହା ଜୁନୈଦଙ୍କ
ଉପରେ ନିର୍ଭର କରେ । ତେବେ ସମୂଳ ଭାବରେ କହିପାରିବା ଆମୀର ତାଙ୍କ ପିଲାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି । ଜୁନୈଦଙ୍କ ଲକ୍ଷ୍ୟ ରଚନାତ୍ମକ ଦୁନିଆ ଏବଂ ଫିଲ୍ମ ନିର୍ମାଣ ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More