Only for Entertainment

ଆମୀରଙ୍କ ଫଟୋରେ କିଛି ଏଭଳି ପ୍ରତିକ୍ରିୟା ଦେଖାଇଲେ କୁନି ଫ୍ୟାନ, ଆମୀର କହିଲେ କିଏ ଏହି ପିଲା?

instagram
24

ଗତକାଲି ଥିଲା ଆମୀର ଖାନଙ୍କ ଜନ୍ମଦିନ । ସାରା ଦେଶରୁ ଛୁଟିଥିଲା ଶୁଭେତ୍ସାର ସୁଅ । ଏହି ମଧ୍ୟରେ ସାମ୍ନାକୁ ଆସିଛି ଏଭଳି ଏକ ଭିଡ଼ିଓ ଯାହା ପ୍ରତ୍ୟେକଙ୍କର ମନ କିଣିନେବ । ଆଜ୍ଞା ହଁ ଆମୀର ଏଭଳି ଏକ ଭିଡ଼ିଓ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଂଟ ଦେଖିବାକୁ ମିଳୁଛି ।

 

View this post on Instagram

 

Who is this boy? Thank you for your love. Love you too ❤ . . . #Repost @serapomurvarol

A post shared by Aamir Khan (@_aamirkhan) on

ବାସ୍ତବରେ ଜଣେ କୁନି ଫ୍ୟାନ ଆମୀରଙ୍କ ଫଟୋକୁ ବାରମ୍ବାର କିସ କରୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ଖାସ କଥା ହେଉଛି ଆମୀର ନିଜେ ସେହି ଭିଡ଼ିଓକୁ ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି ଏବଂ କ୍ୟାପ୍ସନରେ ଲେଖଛନ୍ତି କିଏ ଏହି ପିଲା? ତୁମ ଭଲପାଇବା ପାଇଁ ଧନ୍ୟବାଦ, ଲଭ ୟୁ ଟୁ । ଯାହାପରେ ଏହି ପିଲାଟିକୁ ନେଇ ଖୁବ କ୍ୟୁଟ, ଏଡୋରେବଲ ଭଳି କମେଂଟ ଦେଇଛନ୍ତି ଆମୀରଙ୍କ ଫ୍ୟାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More