Only for Entertainment

ଖୁବ ଶୀଘ୍ର ଛୋଟ ପରଦାକୁ ଫେରିବେ ଅମୀର ଖାନ, କରିବାକୁ ସତ୍ୟର ଜୟ !

30 Minute Language
0 35

ପୁଣିଥରେ ଟିଭି ପରଦାରେ ଆସିବେ ସୁପରଷ୍ଟାର ଆମିର ଖାନ । ଏମିତି କିଛି ଖବର ଏବେ ଶୁଣିବାକୁ ମିଳୁଛି । ଖୁବଶୀଘ୍ର ଆମିର ଖାନଙ୍କ ଟକ ଶୋ ଟିଭିରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ଅ।।ମିର ତାଙ୍କର ହିଟ ରିଆଲିଟି ଶୋ’ ସତ୍ୟମେବ ଜୟତେ ର ସିଜନ ୩ଜରିଆରେ ଟିଭିକୁ ପୁଣି ଥରେ ଫେରିପାରନ୍ତି । ୨୦୧୪ର ଆମିରଙ୍କ ଏହି ଶୋ’ କେବେ କମବ୍ୟାକ କରିବ ଫ୍ୟାନ୍ସ ମାନଙ୍କୁ ଏହାର ରହିଛି ଅପେକ୍ଷା ।

 

ଏଠାରେ ଆମେ କହି ରଖୁଛୁ ଯେ ରିପୋର୍ଟ ଅନୁସାରେ ୨୦୧୯ର ମଝିରେ ହିଁ ସତ୍ୟମେବ ଜୟତେ ଅନ ଏୟାର ହେଇପାରେ ବୋଲି ଆଶା କରାଯାଉଛି । ଶାହାରୁଖ ଖାନଙ୍କ ଟକ ସୋ ଟେଡ ଟକ୍ସ ଇଣ୍ଡିଆ ସ।।ରିଯିବା ପରେ ହିଁ ଏହା ଏୟାର ହୋଇପାରେ ବୋଲି ବିଶେଷ ସୁତ୍ରରୁ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More