Only for Entertainment

ବଚ୍ଚନ ପରିବାର ଧୁମଧାମ୍ ରେ ପାଳିଲେ ଆରାଧ୍ୟାଙ୍କ ଜନ୍ମଦିନ, ପାର୍ଟିରେ ସାମିଲ ହେଲେ ଅନେକ ସେଲିବ୍ରିଟି

latestly
40

ବଚ୍ଚନ ପରିବାର ତାଙ୍କ ଘରର ସବୁଠାରୁ କନିଷ୍ଠ ସଦସ୍ୟା ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ ନ‌ଭେମ୍ବର ୧୬ରେ ପାଳନ କରିଛନ୍ତି। ଆରାଧ୍ୟାଙ୍କୁ ୟା ଭିତରେ ୮ ବର୍ଷ ହୋଇଗଲାଣି। ଝିଅର ଜନ୍ମଦିନ ପାଳିବାକୁ ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏକ ଗ୍ରାଣ୍ଡ୍‌ ପାର୍ଟିର ଅୟୋଜନ କରିଥିଲେ। ଏହି ପାର୍ଟିରେ ଜେଜେବାପା ଅମିତାଭ ବଚ୍ଚନ, ଜେଜେମାଆ ଜୟା ବଚ୍ଚଚ, ପିଉସୀ ଶ୍ବେତା, ବାପା ଅଭିଷେକ ଓ ମାଆ ଐଶ୍ବର୍ଯ୍ୟା ଆଦି ସମସ୍ତେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛନ୍ତି।

 

 

View this post on Instagram

 

Aaradhya Bachchan . . . . #HappyBirthdayAaradhyaBachchan #aishwaryaraibachchan #abhishekbachchan #aaradhyabachchan #amitabhbachchan

A post shared by AbhiAsh_IndoFc (@abhiash_indofc) on

ପରିବାର ସଦସ୍ୟଙ୍କ ବ୍ୟତୀତ ବଲିଉଡ୍‌ର ବହୁ ନାମୀ ଦାମୀ କଳାକାର ମଧ୍ୟ ସାମିଲ୍‌ ହୋଇଥିଲେ ବଚ୍ଚନ ପରିବାର ଏହି ଗ୍ରାଣ୍ଡ୍‌ ପାର୍ଟିରେ। ବଲିଉଡ୍‌ କଳାକାରମାନଙ୍କ ସହ ସେମାନଙ୍କ ପିଲାମାନେ ମଧ୍ୟ ପାର୍ଟିରେ ଉପସ୍ଥିତ ରହି ଆରାଧ୍ୟାଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତିି।

 

View this post on Instagram

 

#abhishekbachchan #aishwaryarai & birthday girl #aaradhyabachchan had fun with “jhula” 😊☺️

A post shared by Viral Bhayani (@viralbhayani) on

ଶାହାରୁଖ ଓ ଗୌରୀ ଖାନ୍ ତାଙ୍କ ପୁଅ ଆବ୍ରାହମଙ୍କ ସହ ଯାଇଥିବା ବେଳେ ନିଜ ପୁଅ ରିଆନ ଏବଂ ରାୟ୍ୟାଲ୍‌ଙ୍କୁ ନେଇ ପାର୍ଟିରେ ପହଞ୍ଚିଥିଲେ ରିତେଶ ଦେଶମୁଖ ଓ ଜେନେଲିଆ ।

 

View this post on Instagram

 

@riteishd with wife @geneliad n their sons today for #aradhyabachchan birthday bash #viralbhayani @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

#shahrukhkhan with #gaurikhan n son #abraham today for #aradhyabachchan birthday bash #viralbhayani @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

#karanjohar with his kids for #aradhyabachchan birthday bash #viralbhayani @viralbhayani

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More