Only for Entertainment

ଫୁଟବଲ ମ୍ୟାଚରେ ‘କାଲା ଚଷମା’ ଗୀତରେ ‘କଜରାରେ’ର ଷ୍ଟେପ କରୁଥିବାର ନଜର ଆସିଲେ ରଣବୀର କପୁର ଏବଂ ଅଭିଷେକ ବଚ୍ଚନ । ଦେଖନ୍ତୁ ଭିଡିଓ ।

aajtak
0 34

ଅଭିଷେକ ବଚ୍ଚନ ଏବଂ ରଣବୀର କପୁରଙ୍କ କାଲା ଚଷମା ଗୀତ ଖୁବ ଭାଇରାଲ ହେବାରେ ଲାଗିଛି । ସେ ସିଙ୍ଗାପୁରର ଏକ ଫୁଟବଲ ମ୍ୟାଚରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । କିନ୍ତୁ କାଲା ଚଷମା ଗୀତରେ ସେ କଜରାରେ ଗୀତର ଷ୍ଟେପ କରୁଥିବାର ନଜର ଆସିଥିଲେ ।

 

କିଛି ଦିନ ପୂର୍ବରୁ ଦୁଇଜଣ ଟିଭି ଓ ମନୋରଂଜନ ଇଣ୍ଡଷ୍ଟ୍ରିର ଷ୍ଟାର୍ସଙ୍କ ସହିତ ଫୁଟବଲ ମ୍ୟାଚ ଖେଳିବା ପାଇଁ ସିଙ୍ଗାପୁର ଯାଇଥିଲେ । ଟ୍ୱିଟରରେ ଅଭିଷେକଙ୍କ ଫ୍ୟାନ କ୍ଲବ ଏହି ଭିଡିଓ ସେୟାର କରିଥିଲେ ।

ଅଭିଷେକ ଲେଖିଥିଲେଯେ ଏହି ଗୀତରେ କେଉଁ ଷ୍ଟେପ କରିବୁ ମନେ ପଡ଼ିଲା ନାହିଁ ତେଣୁ କଜରାରେ ଷ୍ଟେପ କରିଥିଲୁ । ଏକ ଇଂଟରଭ୍ୟୁରେ ଅଭିଷେକ କହିଥିଲେଯେ ତାଙ୍କୁ ଫୁଟବଲ ଖେଳ ଖୁବ ପସନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More