Only for Entertainment

ରାଶି ଅନୁସାରେ ପିନ୍ଧନ୍ତୁ ରାକ୍ଷୀ

DNA India
0 35

ଏ ବର୍ଷ ରକ୍ଷା ବନ୍ଧନର ଶୁଭ ସମୟ ସୂର୍ଯ୍ୟାଦୟ ଠାରୁ ଆରମ୍ଭ ହୋଇ ରାତ୍ରି ପର୍ଯ୍ୟନ୍ତ ରହୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଗଜକେଶରୀର ଯୋଗ ହେଉଛି। ରକ୍ଷା ବନ୍ଧନ ନିମନ୍ତେ ଏହି ଯୋଗ ଅତ୍ୟନ୍ତ ଶୁଭ ଅଟେ। ଏହି ଯୋଗରେ ରାକ୍ଷୀ ବାନ୍ଧିଲେ ସଂପର୍କ ଅତୁଟ ହୋଇ ରହେ। ଭାଇକୁ ରାଜା ସମାନ ସୁଖ ପ୍ରାପ୍ତି ହୋଇଥାଏ, ମା’ଲକ୍ଷ୍ମୀଙ୍କ ଅଶେଷ କୃପା ମିଳିଥାଏ। କେଉଁ ରାଶି ପାଇଁ କିଭଳି ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଇର ଆୟୁ ବୃଦ୍ଧି ଓ ଉନ୍ନତି ହୋଇଥାଏ।ଜାଣନ୍ତୁ ତାହା କ’ଣ……

ମେଷ, ବିଛା ରାଶି – ଲାଲ ରଙ୍ଗ
ବୃଷଭ, ତୁଳା,କର୍କଟ ରାଶି – ଧଳା କିମ୍ବା ପାଉଁଶିଆ ରଙ୍ଗ
ମିଥୁନ, କନ୍ୟା ରାଶି – ସବୁଜ ରଙ୍ଗ
ସିଂହ ରାଶି – ଗୋଲାପି କିମ୍ବା ସ୍ୱର୍ଣ୍ଣ ରଙ୍ଗ
ଧନୁ, ମୀନ ରାଶି – ହଳଦିଆ ରଙ୍ଗ
ମକର , କୁମ୍ଭ ରାଶି – ନୀଳ ରଙ୍ଗ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More