Only for Entertainment

ସଡ଼କ ଦୁର୍ଘଟଣାରେ Ace of Spaceର ଫେମଙ୍କ ମୃତ୍ୟୁ ।ଦୁଃଖ ପ୍ରକାଶ କଲେ ବିକାଶ ଗୁପ୍ତା ।

aajtak
26

ପ୍ରସିଦ୍ଧ ୟୁଟ୍ୟବ ଏବଂ ଏମଟିଭି ଶୋ Ace of Spaceର ପ୍ରତିଯୋଗୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ଗୁରୁବାର ସକାଳେ ଏକ ଶୋ ଶେଷ କରି ବିବାହରୁ ଫେରୁଥିଲେ, ସେହି ସମୟରେ ତାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଲା ।ଏହା ଦ୍ୱାରା ଦାନିଶଙ୍କ ମୃତ୍ୟୁ ହୋଇଗଲା । ଏହା ମୁମ୍ବାଇର ବାସୀରେ ହୋଇଛି ।

ଦାନିଶଙ୍କ ବୟସ ୨୧ ବର୍ଷ । ସେ ଏକ ମଧ୍ୟବିତ୍ତ ପରବାରର । ସେ ତାଙ୍କ ୟୁଟ୍ୟବ ଭିଡ଼ିଓ ଏବଂ ବ୍ଲଗ ପାଇଁ ଜଣାଶୁଣା ଥିଲେ । ନିକଟରେ ଏମଟିଭି ଶୋ Ace of Spaceରେ ନଜର ଆସିଥିଲେ ଦାନିଶ।

କେବଳ ୟୁଟ୍ୟବ ନୁହେଁ ବରଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ଆକ୍ଟିଭ ଥିଲେ ଦାନିଶ । ତାଙ୍କ ମୃତ୍ୟୁରେ ତାଙ୍କ ଫ୍ୟାନ୍ସମାନେ ଖୁବ ଦୁଃଖି ହୋଇ ଯାଇଛନ୍ତି । ଟ୍ୱିଟରରେ ଫ୍ୟାନ୍ସ ଦାନିଶଙ୍କୁ ଶ୍ରଦ୍ଧାଂଜଳି ଦେଉଛନ୍ତି । ଦାନିଶଙ୍କ ମୃତ୍ୟୁରେ ବିକାଶ ଗୁପ୍ତା ଖୁବ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ କ୍ୟାପ୍ସନରେ ଲେଖିଛନ୍ତିଯେ ଦାନିଶ ତୁ ସବୁଦିନ ପାଇଁ ମନେ ରହିବୁ,ମୁଁ କିଭଳି ଅନ୍ୟ ପ୍ରତିଯୋଗୀଙ୍କୁ କହିବି ତୁ ଆଉ ଫେରିବୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More