Only for Entertainment

ଛାତି ଜଳାପୋଡ଼ା ହେଉଥିଲେ କରନ୍ତୁ ଏହି ଘରୋଇ ଉପାୟ ।

women having a heart attack
25

ଶରୀରରେ ପୃଷ୍ଟିସାର କମିଯିବା ଫଳରେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ଆରମ୍ଭ ହୋଇଯାଇଥାଏ । କିନ୍ତୁ ଆଜିକାଲିର ଲୋକେ ସ୍ୱାସ୍ଥ୍ୟ ଅପେକ୍ଷା ଖାଦ୍ୟର ସ୍ୱାଦ ଉପରେ ଅଧିକ ଧ୍ୟାନ ରଖୁଛନ୍ତି । ଅତ୍ୟଧିକ ମସଲା ଏବଂ ରାଗ ଯୁକ୍ତ ଖାଦ୍ୟ ଯୋଗୁଁ ଛାତି ଜଳାପୋଡା ହୋଇଥାଏ । ଏହାଦ୍ୱାରା ଅନେକ ଅସୁବିଧା ମଧ୍ୟ ଭୋଗିବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ଆରାମ ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।

 

  • ଯଦି ଆପଣଙ୍କ ଛାତି ଜଳା ପୋଡା ହେଉଛି ତେବେ ଏହି ସମୟରେ ବେକିଂ ସୋଡା ବ୍ୟବହାର ଆପଣାଙ୍କ ପାଇଁ ଲାଭଦାୟକ ହେବ । ସେଥିପାଇଁ ଆପଣ ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ବେକିଂ ସୋଡା ମିଶାଇ ପିଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଛାତି ଜଳା ପୋଡାରୁ ଆରାମ ମିଳିବ ।
  • ସ୍ୱାସ୍ଥ୍ୟ ପାଇଁ ପାନ ମଧୁରୀ ମଧ୍ୟ ଫାଇଦା ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଛାତି ଜଳା ପୋଡାରୁ ଛୁଟ୍ କାରା ପାଇ ପାରିବେ । ସେଥିପାଇଁ ନିୟମିତ ଖାଦ୍ୟ ଖାଇ ସାରିବା ପରେ ୧-୨ ଚାମଚ ପାନ ମଧୁରୀ ସେବନ କରନ୍ତୁ । ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଯିବ ଏବଂ ଛାତି ପୋଡା ବି ହେବ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More