Only for Entertainment

‘ୱାଣ୍ଡର ୱମେନ’ ଅଭିନେତ୍ରୀ ଗଲ ଗଡୋଟଙ୍କ ସହିତ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିବେ ଅଲ୍ଲୀ ଫଜଲ

latestly
45

ବଲିଉଡ ଅଭିନେତା ଅଲ୍ଲୀ ଫଜଲ ଖୁବ ଶୀଘ୍ର ‘ୱାଣ୍ଡର ୱମେନ’ ଷ୍ଟାର ଗଲ ଗଡୋଟ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଲେଖିକା ଅଗାଥା କ୍ରିଷ୍ଟିଙ୍କ ପୁସ୍ତକ ‘ଡେଥ ଅନ ଦ ନାଇଟ’ ଉପରେ ଆଧାରିତ ଫିଲ୍ମରେ ଦୁହେଁ ଏକା ସହିତ ନଜର ଆସିବେ । ‘ଭିକ୍ଟୋରିଆ ଆଣ୍ଡ ଅବଦୁଲ’ରେ ନଜର ଆସିବେ ପରେ ଅଲ୍ଲୀ ଏବେ ଉପନ୍ୟାସର କାହାଣୀକୁ ଆଧୁନିକ ରୂପରେ ପରଦାରେ ଦେଖାଇବାର ନଜର ଆସିବେ ।

 

 

View this post on Instagram

 

#TB to this amazing shot from my Glamour UK 2017 cover, it was such a fun day! ?: @matthiasvriensmcgrath

A post shared by Gal Gadot (@gal_gadot) on

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ କେନେଥ ବ୍ରିନାଘ । ଏହାକୁ ନେଇ ଅଲ୍ଲୀ କହିଛନ୍ତି, ‘ମୁଁ ଏହି ସୁନ୍ଦର ଯାତ୍ରାର ଅଂଶ ହେବାକୁ ନେଇ ଖୁବ ଆଶାବାଦୀ ଅଛି । ମୁଁ ଏବଂ ମୋ ମା’ ଅଗାଥା କ୍ରିଷ୍ଟ୍ରିଙ୍କ ଉପନ୍ୟାସ ଗୁଡିକର ବହୁତ ବଡ ପ୍ରଶଂସକ ।’

ଏହି ମାସ ଶେଷ ବେଳକୁ ଲଣ୍ଡନ ଏବଂ ୟୁରୋପରେ ଏହି ଫିଲ୍ମର କିଛି ଅଂଶର ସୁଟିଂ ପୂରା କରାଯିବ । କହିରଖୁଛୁ ଯେ, ଅଲ୍ଲୀ ଖୁବ ଶୀଘ୍ର ବଲିଉଡ ଫିଲ୍ମ ପ୍ରସ୍ଥାନମରେ ମଧ୍ୟ ନଜର ଆସିବେ । ଫିଲ୍ମରେ ତାଙ୍କ ବ୍ୟତିତ ସଂଜୟ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More