Only for Entertainment

ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ବିକି ଜୈନ ଏବଂ ମା’ଙ୍କୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା !

90

ଫିଲ୍ମ ମଣିକର୍ଣ୍ଣିକା’ ଦ କ୍ୱିନ ଅଫ ଝାନ୍ସୀ’ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ସେ ଫ୍ୟାନ୍ସଙ୍କ ସହ ନିଜକୁ ଅପଡେଟ ରଖନ୍ତି ।

ସେ ନିଜ ବୟଫ୍ରେଣ୍ଡ ବିକି ଜୈନଙ୍କ ସହ ଅନେକ ସମୟରେ ଫଟୋ ଶେୟାର କରିଥାଆନ୍ତି ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଆଜି ଅର୍ଥାତ ୨ଅଗଷ୍ଟରେ ତାଙ୍କର ବର୍ଥଡେ ଅଟେ ଏବଂ ଏହି ମଉକାରେ ଇନଷ୍ଟାଗ୍ରାମରେ ହ୍ୟାଣ୍ଡେଲରେ ତାଙ୍କ ପାଇଁ ପ୍ରେମଭରା ମେସେଜ ଲେଖିଛନ୍ତି ।

ଅଙ୍କିତା ଅନେକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ବିକ୍କି ନଜର ଆସିଛନ୍ତି । ଆଜି କେବଳ ବିକ୍କି ଙ୍କର ଜନ୍ମଦିନ ନୁହେଁ ବରଂ ଆଜି ଅଙ୍କିତାଙ୍କର ମା’ଙ୍କର ମଧ୍ୟ ବର୍ଥଡେ । ମା’ଙ୍କ ପାଇଁ ପୋଷ୍ଟ ଶେୟାର କରି ଜନ୍ମଦିନର ଶୂଭେଚ୍ଛା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More