Only for Entertainment

ପୋଲିସର ଚେତାବନୀ ପରେ ମଧ୍ୟ ‘କୁଣ୍ଡଳୀ ଭାଗ୍ୟ’ ଅଭିନେତ୍ରୀ ନେଲେ କିକି ଚ୍ୟାଲେଂଜ ।

aajtak
0 61

କୁଣ୍ଡଳୀ ଭାଗ୍ୟର ଅଭିନେତ୍ରୀ ପ୍ରୀତା ବା ଶ୍ରଦ୍ଧା ଆର୍ଯ୍ୟା ମୁମ୍ବାଇ ପୋଲିସର ଚେତାବନୀକୁ ନଜର ଅନ୍ଦାଜ କରି କିକି ଚ୍ୟାଲେଂଜ ନେଇଛନ୍ତି । ଡ୍ୟାନ୍ସ ଭିଡ଼ିଓକୁ ସେ ତାଙ୍କର ଇଂଷ୍ଟା ଆକାଉଂଟରେ ସେୟାର କରିଛନ୍ତି । ଏହା ସହିତ ଶ୍ରଦ୍ଧା ସମସ୍ତଙ୍କ ଚେତାବନୀ ଦେଇ କହିଛନ୍ତିଯେ ଏହା କରିବେ ନାହିଁ ଏହା ଖୁବ ରିସ୍କି ।

ଶ୍ରଦ୍ଧା କ୍ୟାପ୍ସନରେ ଲେଖିଛନ୍ତିଯେ ବ୍ୟସ୍ତ ରାସ୍ତାରେ ଏହା କେବେ ମଧ୍ୟ କରନ୍ତୁ ନାହିଁ ଏବଂ କୌଣସି ସ୍ଥାନରେ ମଧ୍ୟ କରନ୍ତୁ ନାହିଁ ଏହା ଖୁବ ଖତରନାକ । ଆମେ ଫିଲ୍ମ ବିଜନେସରେ ଅଛୁ ତେଣୁ ଆମେ ଜାଣିଛୁ ଏହାକୁ କିପରି ସୁରକ୍ଷିତ ଭାବରେ ହ୍ୟାଣ୍ଡେଲ କରାଯାଏ ।

 

କିକି ଚ୍ୟାଲେଂଜ ଇଂଟରନେଟରେ ଖୁବ ଧୁମ ମଚାଇଛି । ସେଲିବ୍ରେଟୀଙ୍କ ଉପରେ ଏହାର ଫିବର ଖୁବ ଚଢିଛି । ମୁମ୍ବାଇ ପୋଲିସ ଏହାକୁ ନ କରିବା ପାଇଁ ଚେତାବନୀ ଦେଇଥିଲେ । କେବଳ ମୁମ୍ବାଇରେ ନୁହେଁ ବରଂ ଓଡ଼ିଶାରେ ମଧ୍ୟ ଏହା ନ କରିବା ପାଇଁ ପୋଲିସର ଚେତାବନୀ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More