Only for Entertainment

ପୁଣିଥରେ ଭାଇରାଲ ହେଲା ଅଦା ଶର୍ମାଙ୍କ ଭିଡିଓ,କିନ୍ତୁ ଏଥର କିଛି ଭିନ୍ନ ଅନ୍ଦାଜରେ ।

tnilive.com
0 50

ଅଦା ଶର୍ମାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସେ ଏହି ଭିଡିଓକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଂଉଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ର୍ୟାପର ବାଦଶାହଙ୍କ ଗୀତରେ ଭିନ୍ନ ଅନ୍ଦାଜରେ ଖୁବ ଧୁମ ମଚାଇଛନ୍ତି । ୧୯୨୦ ଏବଂ କମୋଣ୍ଡୋ ଟୁ ଭଳି ଫିଲ୍ମରେ ନିଜ ଜଲୱା ଦେଖାଇଥିବା ଅଦା ନିଜ ପୋଷ୍ଟ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।

 

V . Imp SUNDAY QUIZZ !! How many bangles am i wearing?? , and what’s in my glass ?

A post shared by Adah Sharma (@adah_ki_adah) on

ଅଦା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ ପ୍ରସିଦ୍ଧ । ସେ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ସହିତ ଫିଲ୍ମ ‘ସନ ଅଫ ସତ୍ୟମୂର୍ତ୍ତି’ରେ ସ୍କ୍ରିନ ସେୟାର କରିଥିଲେ । ଅଦା ଶର୍ମା ଖୁବ ଶୀଘ୍ର ତାମିଲ ଅଭିନେତା ,ବଂ କୋରିଓଗ୍ରାଫର ପ୍ରଭୁଦେବାଙ୍କ ‘ଚାର୍ଲି ଚାପଲିନ ଟୁ’ରେ ନଜର ଆସିବେ । ଏହା ଏକ କମେଡ଼ି ଡ୍ୟାନ୍ସ ଥ୍ରିଲର ଫିଲ୍ମ । ଏ ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More