Only for Entertainment

ବାଦଶାହାଙ୍କ ଗୀତରେ ଏହି ଅଭିନେତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ

hotactresshdwallpaper
0 78

ନିକଟରେ ‘୧୯୨୦’ ଫେମ୍ ଅଭିନେତ୍ରୀ ଅଦା ଶର୍ମା ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ବଲିଉତଡ ସିଙ୍ଗର ବାଦଶାହାଙ୍କ ଗୀତର ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଯାହାକୁ ଦେଖିଲେ ଆପଣ ମଧ୍ୟ ତାଙ୍କର ଫ୍ୟାନ୍ ହୋଇଯିବେ । ଅଦା ଏହି ଭିଡିଓକୁ ଶେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । କିଛି ଘଣ୍ଟା ମଧ୍ୟରେ ଏହାକୁ ୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More