Only for Entertainment

ହାତରେ ବିରାଡ଼ି ଧରି ଏୟାରପୋର୍ଟରେ ସ୍ପଟ ହେଲେ ଅଦା ଶର୍ମା ।

bollywood tadka
50

ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଅଧିକାଂଶ ସମୟରେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଅଦା ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ସବୁଠାରୁ ଖାସ କଥା ହେଉଛି ସେ ହାତରେ ଏକ ବିରାଡ଼ି ଧରି ଥିବାର ନଜର ଆସିଛି । ତେବେ ମିଡିଆକୁ ହସି ହସି ପୋଜ ଦେଇଛନ୍ତି ଅଦା ।

 

ଫିଲ୍ମ କଥା ଆଲୋଚନା କରିବା ଯଦି ଅଦା ଖୁବଶୀଘ୍ର ସାଉଥ ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More