Only for Entertainment

ହ୍ୟୁମାନ୍ ସାଗରଙ୍କ ସ୍ୱରରେ ମୁକ୍ତିଲାଭ କଲା ଇମୋଶନାଲ ଗୀତ ‘ଅଧା ବାଟେ’ ।

34

ହ୍ୟୁମାନ୍ ସାଗର୍ଙ୍କ ସ୍ୱରରେ ମୁକ୍ତିଲାଭ କଲା ଇମୋସ୍ନାଲ୍ ଗୀତ ‘ଅଧା ବାଟେ’ । ୟୁଟୁବ୍ରେ ରିଲିଜ୍ ହୋଇଥିବା ଏହି ଲୀତରେ ହ୍ୟୁମାନ୍ ସାଗର୍ଙ୍କ ଆକର୍ଷଣୀୟ ଗାୟିକୀ ଶୁଣିବାକୁ ମିଳିଛି । ଏଥିରେ ନାୟକ ଭାବେ ନଜର ଆସିଛନ୍ତ ଅମିତ୍ ଓ ନାୟିକା ଭାବେ ପ୍ରିୟାଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ହାଲ୍କା – ଫୁଲ୍କା ରୋମାନ୍ସ ସ୍ଥାନ ପାଇଛି ଏହି ମ୍ୟୁଜିକ୍ ଭିଡିଓରେ । ଭିନ୍ନ ଭିନ୍ନ ଲୋକେସନ୍ରେ ଏହି ଗୀତର ସୁଟିଂ କରାଯାଇଛି । ଏହି ଇମୋସ୍ନାଲ୍ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି ନିଳଚକ୍ର ଷ୍ଟୁଡିଓ ।

 

ଆକର୍ଷଣୀୟ ମ୍ୟୁଜିକ୍ ସହ ଦମଦାର୍ ଲିରିକ୍ସ ଗୀତଟିକୁ କରିଛି ଆହୁରି ଖାସ । ଓଡିଆ ଇନ୍ୟୁଜ୍ ଦ୍ୱାରା ରିଲିଜ୍ ହୋଇଥିବା ଏହି ଗୀତରେ ସଙ୍ଗୀତ ଭାର ତୁଲାଇଛନ୍ତି ଶୋମେସ ଶତରଥୀ । ଏବଂ ଗୀତର ଲିରିକ୍ସ ଦେଇଛନ୍ତି ଆଶିଷ କୁମାର୍ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More