Only for Entertainment

କିଶୋର କୁମାରଙ୍କ ବୟୋପିକରେ ଲିଡ ରୋଲରେ ନଜର ଆସିବେ ଅଦନାନ ସାମୀ, ମେକର୍ସ କଲେ ଆପ୍ରୋଚ !

India Today
33

ବଲିଉଡର ପ୍ରସିଦ୍ଧ ସିଙ୍ଗର ତଥା ଅଭିନେତା କିଶୋର କୁମାରଙ୍କ ଜୀବନକୁ ନେଇ ଫିଲ୍ମ ନର୍ମାଣ ଖବର କିଛି ଦିନରୁ ଚର୍ଚ୍ଚାରେ ରହିଛି । ଏବେ ଏହି ଫିଲ୍ମକୁ ନେଇ ଏ କ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ, ସିଙ୍ଗର-କମ୍ପୋଜର ଅଦନାନ ସାମୀଙ୍କୁ ଏ ହି ଫିଲ୍ମ ପାଇଁ ମେକର୍ସ ଆପ୍ରୋଚ କରିଛନ୍ତି ।

କିଶୋର କୁମାରଙ୍କ ଚରିତ୍ର ପାଇଁ ମେକର୍ସ ଅଦନାନ ସାମୀଙ୍କୁ ଚୟନ କରିଛନ୍ତି । ମେକର୍ସମଙ୍କ ମତରେ କିଶୋର କୁମାରଙ୍କ ଚରିତ୍ର ପାଇଁ ଅଦନାନ ସାମୀ ଏକଦମ ପରଫେକ୍ଟ ଏବଂ ସେ ଏହି ଭୂମିକାରୁ ଭଲ ଭାବେ ତୁଲାଇ ପାରିବେ । ମେକର୍ସଙ୍କ ମତରେ ଅଦନାନ ସାମୀ ଏକ ସିଙ୍ଗର ହେବା ସହିତ ଜଣେ ଭଲ କମ୍ପୋଜର ଏବଂ ଭଲ ଆକ୍ଟର । ଆଉ ଏହି ସମସ୍ତ ଗୁଣ କିଶୋର କୁମାରଙ୍କ ଠାରେ ମଧ୍ୟ ରହିଥିଲା । ସେ ମଧ୍ୟ ଜଣେ ଭଲ ଆକ୍ଟର ସହିତ ଭସ ସିଙ୍ଗର ଏବଂ କମ୍ପୋଜର ଥିଲେ ।

adnan-sami

ଆପଣଙ୍କୁ କହିରଖୁଛୁ ଯେ, ଅଦନାନ ସାମୀ କିଶୋର କୁମାରଙ୍କ ଜଣେ ବଡ ଫ୍ୟାନ । କିଶୋର କୁମାରଙ୍କ କିଛି କ୍ଲାସିକାଲ ଗୀତକୁ ସେ ନିଜ ଭଏୟ ଦେଇଛନ୍ତି । ତେବେ କିଶୋର କୁମାରଙ୍କ ବାୟୋପିକ ବିଷୟରେ ପ୍ରଥମେ ଅନୁରାଗ ବସୁ କହିଥିଲେ । ଫିଲ୍ମରେ ସେ କିଶୋର କୁମାରଙ୍କ ଚରିତ୍ର ପାଇଁ ରଣବୀର କପୁରଙ୍କୁ ଫାଇନାଲ କରିଥିବା ମ ଧ୍ୟ କହଗିଥିଲେ । କିନ୍ତୁ କୌଣ ସି କାରଣରୁ ଫିଲ୍ମର କାମ ଆଗକୁ ବଢି ପାରି ନଥିଲା । ଦେଖାଯାଉ ଏହି ଫିଲ୍ମର କାମ କେବେ ଆଗକୁ ବଢୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More