Only for Entertainment

ଶ୍ରୀଦେବୀଙ୍କ ଫଟୋ ଶେୟାର କରି ଫସିଗଲେ ପାକିସ୍ତାନ ଆକ୍ଟର. ଏବେ ଡିଲିିଟି କରି କ୍ଷମା ମାଗିଲେ ।

bollywood tadka
30

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ଖୁବ ସମସ୍ୟା ଚାଲିଛି । ଏହି ମଧ୍ୟରେ ଜଣେ ପାକିସ୍ତାନ ଆକ୍ଟର ଦିବଙ୍ଗତ ଶ୍ରୀଦେବୀଙ୍କ ଫଟୋ ଶେୟାର କରି ବିବାଦ ମଧ୍ୟରେ ଫସି ଯାଇଛନ୍ତି । ଯାହାପରେ ତତକ୍ଷଣାତ ଫଟୋକୁ ଡିଲିଟ କରି କ୍ଷମା ମାଗିଛନ୍ତି ।

ବାସ୍ତବରେ ଫିଲ୍ମ ‘ମମ’ରେ ଶ୍ରୀଦେବୀଙ୍କ ସହିତ କାମ କରି ସାରିଥିବା ଅଦନାନ ସିଦ୍ଦିକୀ ନିକଟରେ ଶ୍ରୀଦେବୀଙ୍କ ପୂଣ୍ୟତିଥିରେ ତାଙ୍କର ଏକ ଫଟୋ ଶେୟାର କରିଥିଲେ, ଯାହା ପରେ ତାହାକୁ ନେଇ ୟୁଜର୍ସ ଆଲୋଚନା କରିବାକୁ ଲାଗିଲେ । ସିଦ୍ଦିକୀ ପରେ ସେହି ଫଟୋକୁ ଡିଲିଟ କରି କ୍ଷମା ମାଗିଛନ୍ତି ।

ସିଦ୍ଦିକୀ ଏକ ଫଟୋ ଶେୟାର କରି ଲେଖିଛନ୍ତି ବ୍ୟକ୍ତିଗତସ୍ତରରେ ମୁଁ ମୋ ସହ କଳାକାରଙ୍କୁ ମନେ ପକାଇଛି । କିନ୍ତୁ ମୋତେ ଅନୁଭବ ହେଲାଯେ ଏହା ସାର୍ବଜନୀନ ସ୍ତରରେ ନ ହେବା ଉଚିତ । ଏହାର ଅର୍ଥ ନୁହେଁଯେ ମୁଁ ମୋ ଦେଶକୁ ସମର୍ଥନ କରୁନାହିଁ । ସମ୍ମାନ ଏବଂ ଭାବନାକୁ ସାମ୍ନାରେ ରଖି ମୁଁ ଏହି ଫଟୋ ଡିଲିଟ କରି ଦେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More