Only for Entertainment

ବିବାନ ଶାହ, ପ୍ରିୟା ସିଂ ଏବଂ ସୋଫିଆ ସିଂ ନିଜ ଫିଲ୍ମ ‘ ୟେ କାଶ କେ ହମ’ର ପ୍ରଥମ ପୋଷ୍ଟର ଲଂଚ କରିଛନ୍ତି !

86

ନିର୍ମାତା କିରଣ ତଲସିଲା ଏବଂ ପଙ୍କଜ ଥଲୋର ନିର୍ଦ୍ଦେଶକ ବିଶାଲ ମିଶ୍ରାଙ୍କ ସହ ନିଜ ହିନ୍ଦୀ ଫିଲ୍ମ ‘ଏ କାଶ କେ ହମ’ର ପ୍ରଥମ ପୋଷ୍ଟର ଅନେ୍ଧରୀ ସ୍ଥିତ ବୈରଲ ଲାଉଂଜରେ ଲଂଚ କରିଛନ୍ତି । ବିବାନ ଶାହ, ସାଉଥ ଅଭିନେତ୍ରୀ ପ୍ରିୟା ସିଂ ଏବଂ ସୋଫିଆ ସିଂ ଖାସ ଏହି ପୋଷ୍ଟର ଲଂଚ କରିବାକୁ ଆସିଥିଲେ । ସମସ୍ତ କଳାକାର ହିମାଚଳରେ ସୁଟ ବିଷୟରେ ନିଜର ବିଚାର ବ୍ୟକ୍ତ କରିଛନ୍ତି ।

ବିଶାଲ ମିଶ୍ର ଏହି ଫିଲ୍ମର ପ୍ରଥମ କଫି ୱିଦ ଡି, ହୋଟେଲ ମିଲନ ବନାଇଛନ୍ତି । ମେ’ ରେ ଏହି ଫିଲ୍ମର ପ୍ରମୋର ଲଂଚ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More