Only for Entertainment

ଶାହରୁଖଙ୍କ ଜନ୍ମଦିନରେ ଭାଇରାଲ ହେଉଛି ଆଫ୍ରିକାନ ପିଲାମାନେ ଗୀତ ଗାଇଥିବା ଏହି ପୂରୁଣା ଭିଡିଓ !

37

ବଲିଉଡ କିଙ୍ଗ ଶାହରୁଖ ଖାନ ଆଜି ନିଜର ୫୪ତମ ଜନ୍ମ ଦିନ ସେଲିବ୍ରେଟ କରୁଛନ୍ତି । ଟିଭିରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଶାହରୁଖ ବଲିଉଡର ସବୁଠାରୁ ଚର୍ଚ୍ଚିତ ଚେହେରା । ଫ୍ୟାନ୍ସ ତାଙ୍କୁ ବାଦଶାହ, କିଙ୍ଗ ଖାନ, ରୋମାନ୍ସ କିଙ୍ଗ, କିଙ୍ଗ ଅଫ ବଲିଉଡ ବୋଲି ସମ୍ବୋଧନ କରନ୍ତି । ଶାହାରୁଖ ଖାନ ବଲିଉଡରେ ଅନେକ ବ୍ଲକବାଷ୍ଟର ଫିଲ୍ମ ଦେଇଛନ୍ତି ।

ଶାହାରୁଖଙ୍କ ବର୍ଥଡେ’ରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଆଫ୍ରିକାନ’ର କିଛି ପୁଅମାନେ ମିଶି ପ୍ରସ୍ତୁତ କରିଛନ୍ତି । ଭିଡିଓରେ ପୁଅମାନେ ନିଜ ଅନ୍ଦାଜରେ ଶାହରୁଖ ଖାନଙ୍କ ଫିଲ୍ମ କଲ ହୋ ନା ହୋ’ ଫିଲ୍ମ ର ଟାଇଟଲ ସଙ୍ଗ ଗାଇଛନ୍ତି । ଏହା ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଲୋକମାନେ ଏହାର ବାର ବାର ଦେଖୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More