Only for Entertainment

ଦୀପିକାଙ୍କ ପରେ ପଦ୍ମାବତର ଆଉ ଏକ ଅଭିନେତାଙ୍କର ମ୍ୟାଡମ ତୁସାଦରେ ଏଂଟ୍ରି !

newsstate
0 49

ମ୍ୟାଡମ ତୁସାଦ ଲଣ୍ଡନରେ ନିଜର ୱାକ୍ସ ଷ୍ଟାଚୁ ଦେଖିବା ସମସ୍ତ କଳାକାରଙ୍କ ସ୍ୱପ୍ନ ଥାଏ । ମାତ୍ର ସେଠାରେ ସେମାନଙ୍କୁ ସ୍ଥାନ ମିଳେ ଯେଉଁମାନେ କିଛି ଅସଲରେ ହାସଲ କରିଥାଆନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ପାଦୁକୋଣଙ୍କ ୱାକ୍ସ ଷ୍ଟାଚୁର ଖବର ଶୁଣିବାକୁ ମିଳିଥିଲା ଏବଂ ଏବେ ତାଙ୍କ ସହ ପଦ୍ମାବତର ହିରୋ ସାହିଦ କପୂରଙ୍କ ନଜର ଆସିବେ । ଆଜ୍ଞା ହଁ ମ୍ୟାଡମ ତୁସାଦ ଲଣ୍ଡନରେ ସାହିଦ କପୂରଙ୍କ ଷ୍ଟାଚୁ ପାଇଁ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଏଠାରେ ଆମେ କହି ରଖୁଛୁ ଯେ ନିଜେ ସାହିଦ କପୂର ଏହି ଖବର ଜଣାଇ ଲେଖିଛନ୍ତି ‘ନିଜ ନଜର ରଖନ୍ତୁ ଖୁବ ଶୀଘ୍ର ଆସୁଛି ‘।

Keep an eye out. Coming soon.

A post shared by Shahid Kapoor (@shahidkapoor) on

କିଛିଦିନ ତଳେ ଅନେକ କଳାକାରଙ୍କ ନାଁ ଏହି ତାଲିକାରେ ଲେଖାଥିଲା ସେ ଫିଲ୍ମ ନିର୍ମାତା କରଣ ଜୋହର ହୁଅନ୍ତୁ କି ଅଭିନେତା କରୁଣ ଧୱନ । ଏହି ଦୁଇ କଳାକରଙ୍କ ଷ୍ଟାଚୁ ମ୍ୟାଡମ ତୁଷାଦରେ ଲଗାଯିବ ବିଷୟ ମଧ୍ୟ ସାମ୍ନାକୁ ଆସିଥିଲା ।
ଖବର ଆସିଥିଲା ଅନୁଷ୍କା ଶର୍ମାଙ୍କର ୱାକ୍ସ ଷ୍ଟାଚୁ ମ୍ୟାଡମ ତୁସାଦ ସିଙ୍ଗାପୁରରେ ଲଗାଯିବ ଯାହା ଉପରେ କାମ ଚାଲିଛି ।

ଏହିଭଳି ଅନେକ ସୁପରଷ୍ଟାରଙ୍କ ଷ୍ଟାଚୁ ରହିଛି ମ୍ୟାଡମ ତୁସାଦ । ଯେହେତୁ ସାହିଦ ଜଣେ ଉତ୍ତମ ଅଭିନେତା ଏବଂ ଅନେକ ଫିଲ୍ମରେ ସମସ୍ତଙ୍କୁ ନିଜର ଅଭିନୟରେ ଚକିତ କରିଦେଇଛନ୍ତି । ଏହାହିଁ କାରଣ ହେଉଛି ତାଙ୍କର ଏହି ଆଚିଭମେଂଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More