Only for Entertainment

ଡାଲିମ୍ବ ଜୁସ ପିଇବା ପରେ ଏହି ସମସ୍ତ ଜିନିଷ ଖାଆନ୍ତୁ ନାହିଁ, ଭୋଗିବେ ଅନେକ ସମସ୍ୟା !

38

ଡାଲିମ୍ବ ଜୁସ ରୁ ଅନେକ ଫାଇଦା ମିଳିଥାଏ । ଏହା ପିଇବା ଦ୍ୱାରା ଶରୀରରେ ରକ୍ତ ଅଭାବ କମ ହୋଇଥାଏ । ଏହି କାରଣ ରୁ ଶରୀରରେ ରକ୍ତ ଅଭାବ ଦେଖା ଦେଲେ ଡାଲିମ୍ବ ରସ ପିଇବା ଭଲ । ସେହିଭଳି ଆପଣ ଜାଣନ୍ତି କି ଡାଲିମ୍ବ ରସ ସେବନ କଲା ପରେ କଣ କଣ ଖାଇବା ଅନୁଚିତ ।

ଏହାକୁ ପିଇଲା ପରେ ନଡ଼ିଆ ପାଣି ପିଇବା ଅନୁଚିତ, କାରଣ ଏପରି କଲେ ତ୍ୱଚାରେ ଧଳା ଦାଗ ହେବାର ସମ୍ଭାବନା ଥାଏ।

 

ସେହିଭଳି ହଳଦୀ ମଧ୍ୟ ଖାଇବା ଅନୁଚିତ, କାରଣ ଏହା ଦ୍ୱାରା ମଧ୍ୟ ତ୍ୱଚାରେ ଦାଗ ଦେଖା ଯିବ । ଏହି କାରଣରୁ ଖାଇବାର ଠିକ ୩ଘଣ୍ଟା ବ୍ୟବଧାନ ରେ ଏସବୁ ଜିନିଷ ସେବନ କଲେ, ଏଥିରୁ ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More