Only for Entertainment

ଅନୁପ ଜଲୋଟା ଘରୁ ବାହାରକୁ ଯିବାପରେ ଆସିଲା ବଡ଼ ବୟାନ,ଜସଲିନଙ୍କୁ ନେଇ କହିଲେ ଏଭଳି କଥା ।

aajtak
54

ବିଗବସ ୧୨ର ବୟସ୍କ ପ୍ରତିଯୋଗୀ ଅନୁପ ଜଲୋଟା ଘରୁ ବାହାର ହୋଇ ସାରିଛନ୍ତି । ବାହାରକୁ ଯିବାପରେ ସେ ଆଶ୍ଚର୍ଯ୍ୟ ହେବାଭଳି କଥା କହିଛନ୍ତି । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଅନୁପ କହିଛନ୍ତିଯେ ,ଆମ ସଂପର୍କ ହେଉଛି ପବିତ୍ର ଏବଂ ସଙ୍ଗୀତମୟ’ । ମୁଁ ଭାବୁଛି ପ୍ରେମ ଠାରୁ ଏହା କେତେ ଉପରେ । ଭଜନ ସମ୍ରାଟଙ୍କ କହିବା ଅନୁସାରେ ମୋର ଜସଲିନଙ୍କ ସହିତ ସଂପର୍କ ଫିଜିକଲ ନୁହେଁ ବରଂ ସ୍ପିରିଚୁଆଲ । ଶୋ ବାହାରେ ଆମେ ପରସ୍ପର ଘରକୁ ଖୁବ କମ ସମୟ ଯାଇଛୁ । ଜସଲିନ ମୋ ଜସଲିନଙ୍କ ବାପା ମୋର ଭଲ ସାଙ୍ଗ । ଜସଲିନ ମୋର ଖୁବ ଭଲ ମ୍ୟୁଜିକଲ ଫ୍ରେଣ୍ଡ ।ମୋର ସହିତ ମ୍ୟୁଜିକ ରିଲେସନସିପ ରହିଛି । ଯେବେ ମଧ୍ୟ ସାଙ୍ଗରେ ଥାଉ ଖୁବ କଥା ହେଉ ଏବଂ ସମୟ ବିତାଉ । ବିଶ୍ୱାସର ସହିତ କହୁଛିଯେ ଆମର ବଣ୍ଡ ମଜବୁତ ହୋଇଛି । ଅନୁପଙ୍କ ବାହାରକୁ ଯିବାରେ କେତେକ ପ୍ରଶ୍ନ ସୃଷ୍ଟି କରିଛି ।

ଅନୁପ ଜଲୋଟା ଘରୁ ବାହାରକୁ ଯିବାର ଅର୍ଥ କୁହାଯାଉଛି ଏହା ସ୍କ୍ରିପ୍ଟରେ ଥିଲା,୨୮ ଅକ୍ଟୋବର ଥିଲା ବିଗବସ ଘରେ ତାଙ୍କ ଶେଷ ସମୟ ।ସେ ବିଗବସ ପାଇଁ ସାଇନ କରିବା ପୂର୍ବରୁ କିଛି ଇଂଟରନେସନାଲଚଂଟ୍ରାକ୍ଟ ସାଇନ କରି ସାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More