Only for Entertainment

ଶୋଇବା ପରେ ବ୍ୟକ୍ତି ଜଣକ ସହ ଘଟେ କିଛି ଏଭଳି, ସତ ଜାଣିବା ପାଇଁ ରୁମରେ ଲଗାଇଲେ କ୍ୟାମେରା, ପୁଣି ଖୋଲିଲା ଏହି ରହସ୍ୟ….. !

195

ଭଲ ଏବଂ ଆରାମଦାୟକ ନିଦ ସମସ୍ତଙ୍କୁ ଦରକାର ଏବଂ ଏହା ଶରୀର ପାଇଁ ମହତ୍ୱପୂର୍ଣ୍ଣ ଅଟେ ମଧ୍ୟ । ଅଧା ନିଦ କିମ୍ବା ନିଦରେ କୌଣସି ପ୍ରକାର ବାଧା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ କ୍ଷତି ପହଂଚାଇଥାଏ । ଏବେର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଦ୍ରାହୀନତାର ଶିକାର ହୋଇଥାଆନ୍ତି ଏବଂ କେହି କେହି ଏହି ସମସ୍ୟା ପାଇଁ ଘୁଙ୍ଗୁଡି ମଧ୍ୟ ମାରିଥାଆନ୍ତି ।

ସେହିଭଳି ଲୁଈସ ନବାରୋ ନାମକ ଏକ ବ୍ୟକ୍ତିଙ୍କ ସହ ସବୁଦିନ ରାତିରେ କିଛି ନା କିଛି ଅଜବ ଗକ୍ସବ ଘଟଣା ଘଟୁଥିଲା , ଯେଉଁକାରଣରୁ ତାଙ୍କୁ ନିଶ୍ୱାସ ନେବାକୁ କଷ୍ଟ ହେଉଥିଲା ଏବଂ ସେ ଶାନ୍ତିରେ ଶୋଇପାରୁନଥିଲେ । ଦିନେ ଏହି ସମସ୍ୟାର କାରଣ ଜାଣିବା ପାଇଁ ସେ କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନେଲେ । ସେ ତାଙ୍କ ରୁମରେ ଗୋଟିଏ କ୍ୟାମେରା ଲଗାଇଲେ ।

କ୍ୟାମେରା ଲଗାଇବା ପରେ ସକାଳେ ଉଠିଲା ବେଳକୁ ସେ କ୍ୟାମେରାରେ ଥିବା ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଦେଖିଥିଲେ ଶୋଇବା ପରେ ସବୁବେଳେ ତାଙ୍କ ବିଲେଇ ତାଙ୍କ ବେକଉପରେ ଆସି ଶୋଇପଡୁଥଲା । ଯେଉଁକାରଣରୁ ତାଙ୍କୁ ନିଶ୍ୱାସ ନେବାକୁ କଷ୍ଟ ହେଉଥିଲା ଏବଂ ସେ ଶୋଇପାରୁନଥିଲେ । ଏହାପରେ ସେ ଏହି ଫଟୋକୁ ଟ୍ୱିଟରରେ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More