Only for Entertainment

ତୈମୁରଙ୍କ ପରେ ଏବେ ନିକ-ପ୍ରିୟଙ୍କାଙ୍କ ଡଲ ପାଲଟିଲା ଇଂଟରନେଟ ସେନସେସନ !

53

ସୈଫ ଅଲୀ ଖାନ ଏବଂ କରୀନା କପୂରଙ୍କ ପୁଅ ତୈମୁର ଅଲୀ ଖାନଙ୍କ ଡଲ(କଣ୍ଢେଇ) ଚର୍ଚ୍ଚା ସାଉଂଟୁଥବା ବେଳେ ଇଂଟରନେଟରେ ଏହି ଡଲକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି । ଏପରିକି ନିଜେ କରୀନା ଏବଂ ସୈଫ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇ ସାରିଲେଣି । ତୈମୁର ଲୁକ ଥିବା ଡଲ ପରେ ଏବେ ଚର୍ଚ୍ଚାରେ ନବବିବାହିତ ଯୋଡି ପ୍ରିୟଙ୍କା ଏବଂ ନିକଙ୍କ ଡଲ୍ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଯୋଡି ଗତ ଡିସେମ୍ବର ୨ତାରିଖରେ ଯୋଧପୁରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୪ଡିସେମ୍ବର ଅର୍ଥାତ ଆଜି ଏହି ଯୋଡି ଦିଲ୍ଲୀରେ ରିସେପସନ ପାର୍ଟିର ଆୟୋଜନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More